பொருள் : ଯାହା ସ୍ତ୍ରୀ ଜାତିସହ ସଂଶ୍ଳିଷ୍ଟ
எடுத்துக்காட்டு :
ବାଘୁଣୀ, ସିଂହୀଆଦି ସ୍ତ୍ରୀ ଶ୍ରେଣୀର
பிற மொழிகளில் மொழிபெயர்ப்பு :
An animal that produces gametes (ova) that can be fertilized by male gametes (spermatozoa).
femaleபொருள் : କାହାର ବିବାହିତା ସ୍ତ୍ରୀ
எடுத்துக்காட்டு :
ସେ ନିଜ ସ୍ତ୍ରୀକୁ ପ୍ରାଣ ଭରି ଭଲ ପାଉଛି
ஒத்த சொற்கள் : ଅର୍ଦ୍ଧାଙ୍ଗିନୀ, କଳତ୍ର, ଘରବାଲି, ଜୀବନ ସଙ୍ଗିନୀ, ଜୀବନ ସାଥୀ, ଧରମ ପତ୍ନୀ, ଧର୍ମ ପତ୍ନୀ, ପତ୍ନୀ, ବାମାଙ୍ଗୀ, ବିବି, ବେଗମ, ଭାର୍ଯ୍ୟା, ମାଇପ, ରମଣୀ, ସହଗାମିନୀ, ସ୍ତ୍ରୀ
பிற மொழிகளில் மொழிபெயர்ப்பு :
किसी की विवाहिता नारी।
वह अपनी पत्नी पर जान छिड़कता है।பொருள் : ମନୁଷ୍ୟ ଜାତୀୟ ଜୀବର ଦୁଇଟି ଭେଦ ମଧ୍ୟରୁ ଗୋଟିଏ ହେଲା ଯେ ସେ ଗର୍ଭଧାରଣ କରି ସନ୍ତାନ ଉତ୍ପନ୍ନ କରିପାରେ
எடுத்துக்காட்டு :
ଆଜିର ମହିଳାମାନେ ସବୁ କ୍ଷେତ୍ରରେ ପୁରୁଷଙ୍କର ସମାନ ହୋଇ ରହିଛନ୍ତି
ஒத்த சொற்கள் : ବାମା, ବାଳା, ମହିଳା, ସ୍ତ୍ରୀ, ସ୍ତ୍ରୀଲୋକ
பிற மொழிகளில் மொழிபெயர்ப்பு :
मनुष्य जाति के जीवों के दो भेदों में से एक जो गर्भ धारण करके संतान उत्पन्न कर सकती है।
आज की महिलाएँ हर क्षेत्र में पुरुषों की बराबरी कर रही हैं।