பொருள் : ଯାହାକୁ ଶୋଇବା ସମୟରେ ମଧ୍ୟ ନିଦ ଆସେନାହିଁ
எடுத்துக்காட்டு :
ଉନ୍ନିଦ୍ର ବ୍ୟକ୍ତି ରାତିସାରା ଖଟ ଉପରେ କଡ଼ ବଦଳାଉଥାଏ
ஒத்த சொற்கள் : ଉନ୍ନିଦ୍ର, ନିଦ୍ରା ରହିତ
பிற மொழிகளில் மொழிபெயர்ப்பு :
जिसे सोने के समय भी नींद न आती हो।
उन्निद्र व्यक्ति रातभर चारपाई पर करवटें बदलता रहा।பொருள் : ଯାହାକୁ ନିଦ ଆସୁନି
எடுத்துக்காட்டு :
ନିଦ୍ରାହୀନ ବ୍ୟକ୍ତିକୁ ପ୍ରତିଦିନ ଶୋଇବାପାଇଁ ଔଷଧ ଖାଇବାକୁ ପଡ଼େ
ஒத்த சொற்கள் : ନିଦ୍ରାବିହୀନ, ନିଦ୍ରାରହିତ
பிற மொழிகளில் மொழிபெயர்ப்பு :
जिसे निद्रा न आवे।
अनिद्र व्यक्ति को रोज सोने के लिए दवा खानी पड़ती है।