பொருள் : କୌଣସି ବସ୍ତୁର ତଳ ଅଂଶ
எடுத்துக்காட்டு :
ଏହି କବାଟର ନିମ୍ନ ଅଂଶ ନଷ୍ଟ ହୋଇଯାଇଛି
பிற மொழிகளில் மொழிபெயர்ப்பு :
பொருள் : ଯାହାର ତଳ ଠାରୁ ତା ଆଖପାଖର ତଳ ଉଚ୍ଚ ହୋଇଥାଏ ବା ଯାହା କିଛି ନିମ୍ନରେ ବା ଗହୀରରେ ହୋଇଥାଏ
எடுத்துக்காட்டு :
ନନ୍ଦା ଦେବୀ ଏଭରେଷ୍ଟ ଅପେକ୍ଷା ନୀଚା ଶିଖର
பிற மொழிகளில் மொழிபெயர்ப்பு :
Of relatively low or level country.
lowlandபொருள் : ଯେଉଁ ବ୍ୟକ୍ତି ଜାତି, ପଦ, ଗୁଣଆଦିରେ କମ୍
எடுத்துக்காட்டு :
ଉଚ୍ଚ ବର୍ଗର ଲୋକମାନେ ନିମ୍ନ ବର୍ଗର ଲୋକଙ୍କୁ ହଇରାଣ କରୁଥିଲେ
பிற மொழிகளில் மொழிபெயர்ப்பு :
Of low or inferior quality.
inferior