உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : କାମ ପୂରା କରିବା ପ୍ରକ୍ରିୟା
எடுத்துக்காட்டு : ଏହି କାମର ସଂପାଦନ ଠିକ ଭାବରେ ହୋଇଛି
ஒத்த சொற்கள் : ନିଷ୍ପାଦନ, ସଂପାଦନ, ସଂପାଦନା, ସମାପନ, ସମ୍ପାଦନ, ସମ୍ପାଦନା
பிற மொழிகளில் மொழிபெயர்ப்பு :हिन्दी
काम पूरा करने की क्रिया।
பொருள் : ନିଜର ମତକୁ ପୁଷ୍ଟ କରିବା ପାଇଁ ପ୍ରମାଣପୂର୍ବକ କିଛି କହିବା କ୍ରିୟା
எடுத்துக்காட்டு : ବୈଜ୍ଞାନିକ ଜଣଙ୍କ ନିଜର ନୂଆ ମତ ପ୍ରତିପାଦନ କଲେ
ஒத்த சொற்கள் : ନିର୍ଣ୍ଣୟ, ପ୍ରତିପାଦନ, ମୀମାଂସନ, ସମ୍ପାଦନ
अपना मत पुष्ट करने के लिए प्रमाणपूर्वक कुछ कहने की क्रिया।
பொருள் : ସାଧନ କରିବାର ପ୍ରକ୍ରିୟା
எடுத்துக்காட்டு : ଆଜିକାଲି ଯୌଥ ପରିବାରରେ ଲୋକଙ୍କ ଗୁଜୁରାଣ ମେଣ୍ଟୁନାହିଁ
ஒத்த சொற்கள் : ଗୁଜୁରାଣ
பிற மொழிகளில் மொழிபெயர்ப்பு :हिन्दी English
निभने या निभाने की क्रिया या भाव।
Making or becoming suitable. Adjusting to circumstances.
பொருள் : ଚରିତାର୍ଥ କରିବା
எடுத்துக்காட்டு : ସେ ରାମର ଅଭିନୟ ବହୁତ ଭଲ ଭାବରେ ନିର୍ବାହ କଲେ
ஒத்த சொற்கள் : ପ୍ରତିପାଦନ, ସଂପାଦନ
चरितार्थ करना।
Represent, as of a character on stage.
நிறுவு