பொருள் : ଯେ ପ୍ରାୟତଃ କୌଣସି ନିଶା ସେବନ କରିଥାଏ
எடுத்துக்காட்டு :
ଦୁଇଜଣ ନିଶାଖୋର ନିଶା ଖାଇଲାପରେ ନିଜ ନିଜ ମଧ୍ୟରେ କଳି କଲେ
ஒத்த சொற்கள் : ନିଶାସକ୍ତ
பிற மொழிகளில் மொழிபெயர்ப்பு :
பொருள் : ଯେ ସବୁଦିନ ନିଶାଖାଏ ବା ନିଶା ହେବାପାଇଁ କିଛି ନିଶାଦ୍ରବ୍ୟ ସେବନ କରେ
எடுத்துக்காட்டு :
ନିଶାରେ ମାରପିଟ୍ କରିବା କାରଣରୁ ଦୁଇଜଣ ନିଶାଖୋର ବ୍ୟକ୍ତିଙ୍କୁ କାରାଗାର ଦେଖିବାକୁ ପଡ଼ିଲା
ஒத்த சொற்கள் : ନିଶାବାଜ
பிற மொழிகளில் மொழிபெயர்ப்பு :
Compulsively or physiologically dependent on something habit-forming.
She is addicted to chocolate.