பொருள் : ଯାହାର କିଛି ଚିନ୍ତା ନାହିଁ
எடுத்துக்காட்டு :
ଯେ ପର୍ଯ୍ୟନ୍ତ ଝିଅର ବାହାଘର ହୋଇଯାଇନାହିଁ ସେପର୍ଯନ୍ତ ମା’ ବାପା ନିଶ୍ଚିତ ହୋଇପାରନ୍ତି ନାହିଁ
ஒத்த சொற்கள் : ଅଚିନ୍ତା, ଚିନ୍ତାମୁକ୍ତ, ଚିନ୍ତାରହିତ, ଚିନ୍ତାହୀନ
பிற மொழிகளில் மொழிபெயர்ப்பு :
பொருள் : ଯାହା ଟଳିବ ନାହିଁ, ନିଶ୍ଚୟ ହିଁ ଘଟିବ
எடுத்துக்காட்டு :
ଜନ୍ମ ନେଉଥିବା ସବୁ ଜୀବର ମୃତ୍ୟୁ ଅବଶ୍ୟମ୍ଭାବୀ
ஒத்த சொற்கள் : ଅଟଳ, ଅନିବାର୍ଯ୍ୟ, ଅବଶ୍ୟମ୍ଭାବୀ
பிற மொழிகளில் மொழிபெயர்ப்பு :
பொருள் : ଯାହାକୁ ନେବା, ରଖିବା ବା ମାନିବା ଏକାନ୍ତ ଆବଶ୍ୟକ
எடுத்துக்காட்டு :
ପଞ୍ଚମ ପ୍ରଶ୍ନଟି ଅନିର୍ବାଯ୍ୟ
ஒத்த சொற்கள் : ଅନିର୍ବାଯ୍ୟ, ଆବଶ୍ୟକ
பிற மொழிகளில் மொழிபெயர்ப்பு :
Required by rule.
In most schools physical education is compulsory.பொருள் : ଯାହା ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ
எடுத்துக்காட்டு :
ମୁଁ ନିର୍ଦ୍ଧାରିତ ଜାଗାରେ ପହଞ୍ଚିଯିବି
ஒத்த சொற்கள் : ଅବଧାରିତ, ଠିକ୍, ନିର୍ଦ୍ଦିଷ୍ଟ, ନିର୍ଦ୍ଧାରିତ
பிற மொழிகளில் மொழிபெயர்ப்பு :
Characterized by certainty or security.
A tiny but assured income.