பொருள் : ପବନରେ ମିଶିଥିବା ବାଷ୍ପ ଯାହା ରାତିର ଥଣ୍ଡାରେ ଜମାହୋଇ କ୍ଷୁଦ୍ରକଣା ରୂପରେ ପଡ଼େ
எடுத்துக்காட்டு :
ଗତ ରାତିରେ ଅତ୍ୟଧିକ କାକର ପଡିଛି
ஒத்த சொற்கள் : କାକର, କୁହୁଡି, ମିହିକା, ଶୀକର, ହୈମ
பிற மொழிகளில் மொழிபெயர்ப்பு :
Water that has condensed on a cool surface overnight from water vapor in the air.
In the morning the grass was wet with dew.பொருள் : ବାୟୁରେ ଥିବା ଜଳର ଅତ୍ୟନ୍ତ ସୂକ୍ଷ୍ମ କଣିକା ସମୂହ ଯାହା ଥଣ୍ଡା ହୋଇ ଜମିଯାଏ ଏବଂ ଧୀରେ ଧୀରେ ଭୂମି ଉପରେ ଖସିପଡ଼େ
எடுத்துக்காட்டு :
ଶୀତଦିନେ ଚାରିଆଡ଼େ କୁହୁଡ଼ି ଛାଇ ହେଇଯିବାରୁ ଯିବାଆସିବା କଷ୍ଟକର ହୁଏ
ஒத்த சொற்கள் : କୁଜ୍ଝଟିକା, କୁହୁଡ଼ି, କୁହେଳି
பிற மொழிகளில் மொழிபெயர்ப்பு :
Droplets of water vapor suspended in the air near the ground.
fog