பொருள் : କୌଣସି ପ୍ରକାରରେ ଅଟକିଯାଇଥିବା ରୀତି ବା ବ୍ୟବସ୍ଥା
எடுத்துக்காட்டு :
କୌଣସିବି ସଂସ୍ଥା,ଦେଶ ଆଦିକୁ ଚଳାଇବା ନିମନ୍ତେ କିଛି ନିଶ୍ଚିତ ନିୟମ ତିଆରି କରାଯାଏ
பிற மொழிகளில் மொழிபெயர்ப்பு :
A principle or condition that customarily governs behavior.
It was his rule to take a walk before breakfast.பொருள் : ଅନେକଦିନରୁ ଚଳିଆସୁଥିବା କିଛି ପରମ୍ପରା, ରୀତି ବା ବିଧି ଆଦି ପ୍ରସଙ୍ଗଗୁଡିକ ମଧ୍ୟରେ କେତୋଟି ପ୍ରତିଷ୍ଠା ବା ମର୍ଯ୍ୟଦା ସୂଚକ ହୋଇଥିବାବେଳେ ଅନ୍ୟ କେତୋଟିର ପ୍ରସଙ୍ଗଗୁଡିକୁ ବର୍ଜନୀୟ ତଥା ନିନ୍ଦନୀୟ ରୂପେ ଗ୍ରହଣ କରାଯାଏ
எடுத்துக்காட்டு :
କେହିତ ଜଣେ ଅଛି ଯେ ନିୟମରୁ ଅପସରି ଚିନ୍ତା କରେ
ஒத்த சொற்கள் : ଚଳଣି, ଧାରା, ପରମ୍ପରା, ଶୃଙ୍ଖଳା
பிற மொழிகளில் மொழிபெயர்ப்பு :
आचरण या लोक-व्यवहार के क्षेत्र में बहुत दिनों से चली आई हुई कोई परम्परा, रीति या विधि जो कुछ प्रसंगों में तो प्रतिष्ठा या मर्यादा का सूचक होती है और कुछ प्रसंगों में त्याज्य तथा निंदनीय भी मानी जाती है।
कोई तो है जो लीक से हटकर सोचता है।பொருள் : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
எடுத்துக்காட்டு :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
ஒத்த சொற்கள் : ଆଇନ, କାନୁନ, ବିଧାନ, ବିଧି
பிற மொழிகளில் மொழிபெயர்ப்பு :
Legal document setting forth rules governing a particular kind of activity.
There is a law against kidnapping.பொருள் : ବ୍ୟବହାର ବା ଆଚରଣ ବିଷୟରେ ନୀତି, ନିୟମ,ଧର୍ମଆଦି ଦ୍ୱାରା ନିରୂପିତ ଢଙ୍ଗ ବା ପ୍ରତିବନ୍ଧ
எடுத்துக்காட்டு :
ଆମକୁ ନିଜର ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବା ଆବଶ୍ୟକ
ஒத்த சொற்கள் : ନିଷ୍ପତି, ସିଦ୍ଧାନ୍ତ
பிற மொழிகளில் மொழிபெயர்ப்பு :
A complex of methods or rules governing behavior.
They have to operate under a system they oppose.பொருள் : ରାଜନୈତିକ ବା ସାମାଜିକ ଜୀବନ ସହିତ ସମ୍ବନ୍ଧ ରଖୁଥିବା କୌଣସି ନିୟମ ବା ବିଧାନ
எடுத்துக்காட்டு :
ହିନ୍ଦୁ ସଂସ୍କୃତିରେ ବିବାହ ଗୋଟିଏ ଧାର୍ମିକ ବ୍ୟବସ୍ଥା
ஒத்த சொற்கள் : ବ୍ୟବସ୍ଥା, ସଂସ୍ଥା
பிற மொழிகளில் மொழிபெயர்ப்பு :
राजनीतिक या सामाजिक जीवन से संबंध रखने वाला कोई नियम या विधान।
हिंदू संस्कृति में विवाह एक धार्मिक संस्था है।A custom that for a long time has been an important feature of some group or society.
The institution of marriage.பொருள் : ବହୁତ ଦିନରୁ ପ୍ରାୟତଃ ଗୋଟିଏ ରୂପରେ ଚାଲିଆସୁଥିବା ବିଚାର, ପ୍ରଥା ବା କ୍ରମ
எடுத்துக்காட்டு :
ସବୁ ସମାଜର ବୈବାହିକ ପରମ୍ପରା ଭିନ୍ନ
ஒத்த சொற்கள் : ଚଳଣି, ପରମ୍ପରା, ପ୍ରଥା, ରୀତି, ରୀତି-ନୀତି
பிற மொழிகளில் மொழிபெயர்ப்பு :
वह विचार, प्रथा या क्रम जो बहुत दिनों से प्रायः एक ही रूप में चला आया हो।
हर समाज की वैवाहिक परंपरा भिन्न होती है।பொருள் : କୌଣସି କାର୍ଯ୍ୟକରିବା ନେଇ ନିର୍ଦ୍ଧାରିତ ନିର୍ଦେଶ
எடுத்துக்காட்டு :
ପ୍ରୋଟକଲ୍ ଏକ ପ୍ରକାରର ନିୟମ
ஒத்த சொற்கள் : ପ୍ରିସ୍କିପ୍ଟ, ରୁଲ୍
பிற மொழிகளில் மொழிபெயர்ப்பு :
किसी कार्य को करने के लिए निर्धारित निर्देश।
प्रोटोकॉल एक तरह के नियम हैं।