பொருள் : କୌଣସି କାର୍ଯ୍ୟ ଠିକ୍ ରୂପେ ସମାପ୍ତ କରିବା ପାଇଁ କରାଯାଉଥିବା ଯୁକ୍ତି
எடுத்துக்காட்டு :
ସରକାରଙ୍କ ଆତଙ୍କବାଦ ଉନ୍ମୁଳନ ନୀତି ପୂରାପୂରି ସଫଳ ହେଲାନାହିଁ
பிற மொழிகளில் மொழிபெயர்ப்பு :
कोई कार्य ठीक तरह से पूरा करने के लिए की जानेवाली युक्ति।
सरकार की आतंकवाद उन्मूलन की नीति पूरी तरह से सफल नहीं हुई।A plan of action adopted by an individual or social group.
It was a policy of retribution.பொருள் : କୌଣସି ବ୍ୟକ୍ତି ବା ସଂସ୍ଥା ଦ୍ବାରା କୌଣସି ବିଶେଷ ଯୋଜନା ଯାହା ଅନ୍ୟର ହିତନିମନ୍ତେ ଜାରୀ
எடுத்துக்காட்டு :
ଆମର କମ୍ପାନୀ ନୂଆ-ନୂଆ ପଲିସୀ କାର୍ଯ୍ୟକାରୀ କରୁଛି
ஒத்த சொற்கள் : ପଲିସୀ
பிற மொழிகளில் மொழிபெயர்ப்பு :
A plan of action adopted by an individual or social group.
It was a policy of retribution.பொருள் : ଜନତା ବା ସମାଜପାଇଁ ନିର୍ଦ୍ଦିଷ୍ଟ ଆଚାର ବ୍ୟବହାର
எடுத்துக்காட்டு :
ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ନୀତିଯୋଗୁଁ ତାଙ୍କ ପ୍ରଜା ସୁଖୀ ଥିଲେ
ஒத்த சொற்கள் : ନ୍ୟାୟ
பிற மொழிகளில் மொழிபெயர்ப்பு :
The principles of right and wrong that are accepted by an individual or a social group.
The Puritan ethic.