பொருள் : କାହାରିଠୁ କିଛି ନେବାର କ୍ରିୟା
எடுத்துக்காட்டு :
ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
ஒத்த சொற்கள் : ଗ୍ରହଣ
பிற மொழிகளில் மொழிபெயர்ப்பு :
பொருள் : କାହାଠାରୁ କୌଣସି ବସ୍ତୁ ଜବରଦସ୍ତ ନେବା
எடுத்துக்காட்டு :
ଡକାୟତମାନେ ଯାତ୍ରୀମାନଙ୍କର ସବୁ ଜିନିଷ ଛଡ଼ାଇ ନେଲେ
ஒத்த சொற்கள் : ଅପହରଣ କରିନେବା, ଲୁଟି ନେବା
பிற மொழிகளில் மொழிபெயர்ப்பு :
பொருள் : କେଉଁଠିକି ଯିବାପାଇଁ କୌଣସି ବାହନ ବା ରାସ୍ତାର ଉପଯୋଗ କରିବା
எடுத்துக்காட்டு :
ମୁମ୍ବାଇ ଯିବାପାଇଁ ମୁଁ ଦଶଟା ବେଳ ଟ୍ରେନ ଧରିଲି ଆମେ ସେଠାକୁ ଯିବାପାଇଁ ଗୋଟିଏ ରିକ୍ସା ନେଲୁ
ஒத்த சொற்கள் : ଧରିବା
பிற மொழிகளில் மொழிபெயர்ப்பு :
Travel or go by means of a certain kind of transportation, or a certain route.
He takes the bus to work.பொருள் : ଉଦାହରଣ ରୂପରେ ନେବା
எடுத்துக்காட்டு :
ରାମକୁ ଦେଖ,ସେ କେତେ ସରଳଭାବେ ରହୁଛି
ஒத்த சொற்கள் : ଦେଖିବା
பிற மொழிகளில் மொழிபெயர்ப்பு :
பொருள் : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
எடுத்துக்காட்டு :
ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
ஒத்த சொற்கள் : ଗ୍ରହଣ କରିବା, ପାଇବା, ପ୍ରାପ୍ତ କରିବା
பிற மொழிகளில் மொழிபெயர்ப்பு :
किसी से या कहीं से कोई वस्तु आदि अपने हाथ में लेना।
उसने अध्यक्ष के हाथों पुरस्कार लिया।பொருள் : ମୋଟରେ ଋଣର ପରିମାଣ ବା କାହାକୁ ଋଣ ବା ପରିଶୋଧ ଦେବା ନିଶ୍ଚିତ କରିବା
எடுத்துக்காட்டு :
ମହାଜନ ହଜାରେ ଟଙ୍କା ସୁଧ କଷିଲା
ஒத்த சொற்கள் : କଷିବା, ବାହାରକରିବା
பிற மொழிகளில் மொழிபெயர்ப்பு :
பொருள் : ବାଛିକି ନେବା
எடுத்துக்காட்டு :
ମାଆଙ୍କ ଚାରୋଟି ଶାଢ଼ୀରୁ ଶୀଲା ଗୋଟିଏ ନେଲା
பிற மொழிகளில் மொழிபெயர்ப்பு :
பொருள் : "ଆମେ ତୋଫାନରୁ ରକ୍ଷା ପାଇବାପାଇଁ ଆଶ୍ରୟ ନେଲୁ"
எடுத்துக்காட்டு :
ଆମେ ତୋଫାନରୁ ରକ୍ଷାପାଇବାପାଇଁ ଆଶ୍ରୟ ନେଲୁ
ஒத்த சொற்கள் : ଗ୍ରହଣ କରିବା, ଧାରଣ କରିବା, ଯାପନ କରିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ପଦ ଆଦି ପୂରଣ କରିବା ବା ଭୂମିକା ଆଦି ନେବା
எடுத்துக்காட்டு :
ପାରସ୍ପରିକ ବିଚାର ବିମର୍ଷ ପରେ ସୁରେଶ ଅଧ୍ୟକ୍ଷ ପଦ ଗ୍ରହଣ କଲା
ஒத்த சொற்கள் : ଗ୍ରହଣ କରିବା, ସ୍ୱୀକାର କରିବା
பிற மொழிகளில் மொழிபெயர்ப்பு :
* किसी पद, भूमिका आदि को स्वीकार लेना।
आपसी विचार-विमर्श के बाद सुरेश ने अध्यक्ष के पद को अपनाया।