பொருள் : ସରକାର ଚଳାଇଥିବା କାଗଜ ଯାହା ଉପରେ କିଛି ଟଙ୍କାର ସଂଖ୍ୟା ଛପା ଯାଇଥାଏ ଏବଂ ଯାହା ସେତିକି ଟଙ୍କାର ମୁଦ୍ରା ଭାବେ ଚାଲିଥାଏ
எடுத்துக்காட்டு :
ସେ ମୋତେ ଶହ-ଶହ ଟଙ୍କାର ନୋଟ ଦେଖାଇଲା
ஒத்த சொற்கள் : କରେନ୍ସୀ
பிற மொழிகளில் மொழிபெயர்ப்பு :
सरकार का चलाया हुआ वह कागज़ जिस पर कुछ रुपयों की संख्या छपी रहती है और जो उतने रुपये के सिक्के के रूप में चलता है।
वह मुझे सौ-सौ के नोट दिखा रहा था।A piece of paper money (especially one issued by a central bank).
He peeled off five one-thousand-zloty notes.பொருள் : ଗୂଢ଼ ବାକ୍ୟଆଦିର ବିସ୍ତୃତ ଏବଂ ସ୍ପଷ୍ଟ ଅର୍ଥ ବ୍ୟକ୍ତ କରୁଥିବା ଛୋଟ ଲେଖା
எடுத்துக்காட்டு :
ଏହି ଗ୍ରନ୍ଥର ଗୂଢ଼ ବାକ୍ୟଗୁଡ଼ିକୁ ବୁଝାଇବା ନିମନ୍ତେ ସ୍ଥାନେ ସ୍ଥାନେ ଟିପ୍ପଣୀ ଦିଆଯାଇଛି
ஒத்த சொற்கள் : ଟିପ୍ପଣୀ
பிற மொழிகளில் மொழிபெயர்ப்பு :
गूढ़ वाक्य आदि का विस्तृत और स्पष्ट अर्थ बतानेवाला छोटा लेख।
इस ग्रंथ के गूढ़ वाक्यों को समझने के लिए जगह-जगह टिप्पणियाँ दी गई हैं।A comment or instruction (usually added).
His notes were appended at the end of the article.பொருள் : ଧ୍ୟାନ ରଖିବାପାଇଁ ଲେଖି ବା ଟାଙ୍ଗିକରି ରଖାଯାଇଥିବା ବସ୍ତୁ
எடுத்துக்காட்டு :
ନୋଟକୁ ଫ୍ରିଜ୍ ଉପରେ ନିଶ୍ଚିତଭାବେ ଲଗାଇବ
பிற மொழிகளில் மொழிபெயர்ப்பு :