பொருள் : ଯେଉଁ ବ୍ୟକ୍ତିଙ୍କର ଦୁଇଟିଯାକ ଗୋଡ ଛୋଟା ବା ବେକାର ହୋଇଯାଇଛି
எடுத்துக்காட்டு :
ସରକାର ପଙ୍ଗୁମାନଙ୍କ ନିମନ୍ତେ ଚକଲଗା ଚଉକି ବାଣ୍ଟିଲେ
ஒத்த சொற்கள் : ପଂଗୁ
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ବ୍ୟକ୍ତିର ଗୋଟିଏ ଗୋଡ଼ ବେକାର ହୋଇଯାଇଛି ବା ଭାଙ୍ଗିଯାଇଛି
எடுத்துக்காட்டு :
ଛୋଟାଟି ବାଡ଼ିକୁ ଆଶ୍ରାକରି ଚାଲୁଥିଲା
பிற மொழிகளில் மொழிபெயர்ப்பு :
Someone who is unable to walk normally because of an injury or disability to the legs or back.
crippleபொருள் : ଯେଉଁ ବ୍ୟକ୍ତିର ହାତ ବା ଗୋଡ଼ ବିକୃତ ହୋଇଛି
எடுத்துக்காட்டு :
ସର୍କସରେ ପଙ୍ଗୁର କୌଶଳ ଦେଖି ଦର୍ଶକମାନେ ଚକିତ ହେଲେ
ஒத்த சொற்கள் : ଅକର୍ମଣ୍ୟ
பிற மொழிகளில் மொழிபெயர்ப்பு :
वह जिसके हाथ या पैर में विकृति हो।
सरकस में लुंजों का कारनामा देखकर दर्शक हैरान थे।பொருள் : ଯେଉଁ ସାଧୁ ଭିକ୍ଷାବୃତ୍ତି,ମଳମୂତ୍ରୋତ୍ସର୍ଗ ବା ଅନ୍ୟ କାମପାଇଁ ଦିନତମାମ ଏକ ଯୋଜନରୁ ଅଧିକ ଦୂର ଯାଆନ୍ତି ନାହିଁ
எடுத்துக்காட்டு :
ଜଣେ ପଙ୍ଗୁ ଓସ୍ତ ଗଛ ମୂଳରେ ବିଶ୍ରାମ କରୁଛନ୍ତି
பிற மொழிகளில் மொழிபெயர்ப்பு :
பொருள் : ଯାହାର ହାତ ବା ଗୋଡ଼ ବିକୃତ ହୋଇଥାଏ
எடுத்துக்காட்டு :
ଏହି ପ୍ରତିଯୋଗିତାରେ କେବଳ ଶାରିରୀକ ଅକ୍ଷମ ବ୍ୟକ୍ତିମାନେ ହିଁ ଭାଗ ନେଇପାରିବେ
ஒத்த சொற்கள் : ଅକର୍ମଣ୍ୟ, ଶାରିରୀକ ଅକ୍ଷମ
பிற மொழிகளில் மொழிபெயர்ப்பு :
जिसके हाथ या पैर में विकृति हो।
इस प्रयोगिता में केवल लुंज व्यक्ति ही भाग ले सकता है।பொருள் : ଯାହାର କୌଣସି ଅଙ୍ଗ ନାହିଁ
எடுத்துக்காட்டு :
ରେଳରେ ଗୋଟିଏ ଗୋଡ଼ କଟିଯିବାରୁ ଶ୍ୟାମ ପଙ୍ଗୁ ହେଇଗଲା
ஒத்த சொற்கள் : ଅଙ୍ଗହୀନ
பொருள் : ଯାହାର ଗୋଟିଏ ପାଦ ଅକାମୀ ହୋଇଯାଇଛି ବା ଭାଙ୍ଗିଯାଇଛି
எடுத்துக்காட்டு :
ଲେଙ୍ଗଡ଼ା ବ୍ୟକ୍ତିଟି ଆଶାବାଡ଼ି ସାହାଯ୍ୟରେ ଚାଲିବାକୁ ଚେଷ୍ଟା କରୁଛି
ஒத்த சொற்கள் : ଲେଙ୍ଗଡ଼ା
பிற மொழிகளில் மொழிபெயர்ப்பு :