பொருள் : ଅପରାଧ ଘଟିଥିବା ସ୍ଥାନରେ କୌଣସି ପୁଲିସ ଅଧିକାରୀଙ୍କ ଦ୍ବାରା ପ୍ରମାଣ ତଥା ଯାଞ୍ଚ କରାଯିବାର ପ୍ରଥମ ଦସ୍ତାବିଜ
எடுத்துக்காட்டு :
ପଞ୍ଚନାମାରେ କମସେକମ ଦୁଇ ଜଣ ଯାଞ୍ଚ ଅଧିକାରୀ ଏବଂ ଦୁଇ ଜଣ ସାକ୍ଷୀଙ୍କ ହସ୍ତାକ୍ଷର ରହିବା ଜରୁରୀ
ஒத்த சொற்கள் : ପଂଚନାମା
பிற மொழிகளில் மொழிபெயர்ப்பு :
பொருள் : ଯେଉଁ କାଗଜରେ ପଞ୍ଚାୟତର ସଦସ୍ୟମାନେ ନିଜର ନିର୍ଣ୍ଣୟ ଲେଖନ୍ତି
எடுத்துக்காட்டு :
ସମସ୍ତ ପଞ୍ଚାୟତର ସଦସ୍ୟ ପଞ୍ଚନାମାରେ ହସ୍ତାକ୍ଷର କଲେ
ஒத்த சொற்கள் : ପଞ୍ଚାୟତପତ୍ର
பிற மொழிகளில் மொழிபெயர்ப்பு :