பொருள் : କାହାରିକୁ ପଠାଇବାପାଇଁ ପ୍ରବୃତ୍ତ କରିବା
எடுத்துக்காட்டு :
ମାଆ ଛାତ୍ରାବାସରେ ରହୁଥିବା ଝିଅ ପାଖକୁ ମୁନ୍ସୀଙ୍କ ହାତରେ ଟଙ୍କା ପଠାଇଲେ
ஒத்த சொற்கள் : ପ୍ରେରଣ କରିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁ, ବ୍ୟକ୍ତିଆଦିକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଠେଇବା
எடுத்துக்காட்டு :
ରାମ ଅଙ୍ଗଦକୁ ଦୂତ ଭାବରେ ରାବଣ ପାଖକୁ ପଠାଇଥିଲେ ମୁଁ ଏକ ପତ୍ର ପଠାଇଛି
பிற மொழிகளில் மொழிபெயர்ப்பு :
कोई वस्तु, व्यक्ति आदि को एक स्थान से दूसरे स्थान के लिए रवाना करना या बात आदि किसी के माध्यम से पहुँचवाना या कहलवाना।
राम ने दूत के रूप में अंगद को रावण के पास भेजा।