பொருள் : ଉନ୍ନତ ଅବସ୍ଥା, ବୈଭବ, ଉଚ୍ଚ ପଦମର୍ଯ୍ୟାଦାଆଦିରୁ ଖସି ବହୁତ ତଳ ସ୍ତରକୁ ଆସିଯିବା କ୍ରିୟା
எடுத்துக்காட்டு :
ଦୁର୍ଗୁଣ ମନୁଷ୍ୟକୁ ଆହୁରି ଅବନତିଆଡ଼କୁ ନେଇଯାଏ
ஒத்த சொற்கள் : ଅଧଃପତନ, ଅବନତି, ପଡ଼ିବା
பிற மொழிகளில் மொழிபெயர்ப்பு :
उन्नत अवस्था, वैभव, ऊँचे पद, मर्यादा आदि से गिरकर बहुत नीचे स्तर पर आने की क्रिया।
दुर्गुण मनुष्य को पतन की ओर ले जाता है।A condition inferior to an earlier condition. A gradual falling off from a better state.
declination, declineபொருள் : ଯୁଦ୍ଧ ସମୟରେ କିଲ୍ଲା,ନଗରଆଦି ନିଜ ହାତରୁ ବାହାରିଯାଇ ଅନ୍ୟ ହାତକୁ ଯିବାର କ୍ରିୟା
எடுத்துக்காட்டு :
ମୋଗଲମାନଙ୍କ ଆକ୍ରମଣ ସଙ୍ଗେସଙ୍ଗେ ହିଁ କେତେକ ଭାରତୀୟ ରାଜାଙ୍କ ପତନ ହୋଇଗଲା
பிற மொழிகளில் மொழிபெயர்ப்பு :
பொருள் : ଯାହା କମ ହୋଇଯାଉଛି ବା ତଳକୁ ଖସି ଯାଉଛି
எடுத்துக்காட்டு :
ସେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କର ଅବନତିରେ ମୁଁ ବିଚଳିତ ହେଲି
பிற மொழிகளில் மொழிபெயர்ப்பு :
जो कम हो रहा हो या नीचे जा रहा हो।
उन दोनों के बीच घटते अपनेपन से मैं विचलित हुआ।Becoming less or smaller.
decreasing