பொருள் : ବଡ଼ କାଗଜ ଉପରେ ସେହିଦିଗକୁ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଲଗାଯାଇଥିବା ଛୋଟ କାଗଜ ଖଣ୍ଡଆଦି
எடுத்துக்காட்டு :
ଅଫିସର କିରାଣୀଙ୍କୁ ଗୁରୁତ୍ୱପୂର୍ଣ୍ଣ କାଗଜଗୁଡ଼ିକ ଉପରେ ପତାକା ଲଗାଇବାକୁ କହିଲେ
ஒத்த சொற்கள் : ଫ୍ଲାଗ
பிற மொழிகளில் மொழிபெயர்ப்பு :
कागज आदि का वह छोटा टुकड़ा जो किसी बड़े कागज पर उसकी ओर ध्यान आकृष्ट करने के लिए लगाया जाता है।
अधिकारी ने बाबू को महत्वपूर्ण कागजों पर पताका लगाने के लिए कहा।A conspicuously marked or shaped tail.
flagபொருள் : ତିନୋକଣିଆ ବା ବର୍ଗାକାର ଲୁଗାଆଦି ଯାହାର ଗୋଟିଏ ପଟ ବାଉଁଶରେ ଲଗାଯାଇଥାଏ ଏବଂ ଯାହାର ବ୍ୟବହାର ଅସ୍ତିତ୍ୱ, ସଂକେତ ବା ଉତ୍ସବଆଦି ସୂଚିତ କରିବା ନିମନ୍ତେ ହୋଇଥାଏ
எடுத்துக்காட்டு :
ଭାରତର ରାଷ୍ଟ୍ରୀୟ ପତାକା ମଝିରେ ଚକ୍ରଚିହ୍ନ ଅଛି ସେ ନିଜ ନାଁର ଝଣ୍ଡା ଉଡ଼ାଇ ଦେଲା
ஒத்த சொற்கள் : କେତନ, ଚିରାଳ, ଝଣ୍ଡା, ଧ୍ୱଜ, ଧ୍ୱଜା
பிற மொழிகளில் மொழிபெயர்ப்பு :
Emblem usually consisting of a rectangular piece of cloth of distinctive design.
flagபொருள் : ଛୋଟ ପତାକା
எடுத்துக்காட்டு :
ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖେଇଲା
பிற மொழிகளில் மொழிபெயர்ப்பு :