பொருள் : ଯୋଗ୍ୟତା ଅନୁସାରେ କର୍ମଚାରୀ କିମ୍ବା କାର୍ଯ୍ୟକର୍ତ୍ତାର ନିଯୁକ୍ତି ସ୍ଥାନ
எடுத்துக்காட்டு :
ଆପଣ ଏହି ସଂସ୍ଥାର କେଉଁ ପଦରେ ଅଛନ୍ତି ?
பிற மொழிகளில் மொழிபெயர்ப்பு :
பொருள் : କୌଣସି ବିଶେଷ ଅର୍ଥ ଥିବା ଶବ୍ଦ ବା ଶବ୍ଦ ସମୂହ
எடுத்துக்காட்டு :
ପଦଭାବରେ ଲୋକୋକ୍ତିର ଗଣନା ହୁଏ
பிற மொழிகளில் மொழிபெயர்ப்பு :
A group of words that form a constituent of a sentence and are considered as a single unit.
I concluded from his awkward constructions that he was a foreigner.பொருள் : କୌଣସି ଲୋକର ଗୋଡ଼ର ସବୁଠାରୁ ନୀଚ ଅଂଶ ଯାହା ଉପରେ ସେ ଠିଆ ହୁଏ ବା ଯାହାଦ୍ୱାରା ସେ ଚାଲେ
எடுத்துக்காட்டு :
କର୍ମଚାରୀ ଜଣଙ୍କ ଅଧିକାରୀଙ୍କ ପାଦତଳେ ପଡ଼ି କରୁଣ ଭାବେ ପ୍ରାର୍ଥନା କଲା
பிற மொழிகளில் மொழிபெயர்ப்பு :
The part of the leg of a human being below the ankle joint.
His bare feet projected from his trousers.