பொருள் : କାହାରିକୁ କୌଣସି ବିଶେଷ ଭଲ କାମ କରିଥିବାରୁ ପ୍ରମାଣ ଏବଂ ପୁରସ୍କାର ରୂପରେ ଅଥବା ସମ୍ମାନିତ କରିବା ନିମନ୍ତେ ଦିଆଯାଉଥିବା ଏକ ଛୋଟ ବସ୍ତୁ
எடுத்துக்காட்டு :
ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇଥିବାରୁ ତାକୁ ସୁନାର ପଦକ ମିଳିଲା
ஒத்த சொற்கள் : ମେଡ଼ାଲ୍
பிற மொழிகளில் மொழிபெயர்ப்பு :
An award for winning a championship or commemorating some other event.
decoration, laurel wreath, medal, medallion, palm, ribbonபொருள் : ଛୋଟ ଆକାରର ମୂର୍ତ୍ତି
எடுத்துக்காட்டு :
ସେ ନିଜ ଗଳାରେ ଏକ ହନୁମାନ ପଦକ ପିନ୍ଧିଛି
பிற மொழிகளில் மொழிபெயர்ப்பு :
பொருள் : ପିଲାମାନେ ପିନ୍ଧୁଥିବା ଏକ ପ୍ରକାର ଆଭୂଷଣ
எடுத்துக்காட்டு :
ପିଲାମାନଙ୍କ କଣ୍ଠରେ ପଦକ ପିନ୍ଧାଯାଏ
பிற மொழிகளில் மொழிபெயர்ப்பு :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklaceபொருள் : ବେକରେ ପିନ୍ଧାଯାଉଥିବା ଯେଉଁ ଗହଣାରେ କୌଣସି ଦେବତାଙ୍କ ଚରଣ ଅଙ୍କନ ହୋଇଥାଏ
எடுத்துக்காட்டு :
ଏହି ପଦକରେ ପ୍ରଭୁ ଗଣେଶଙ୍କ ଚରଣ ଅଙ୍କିତ ହୋଇଛି
பிற மொழிகளில் மொழிபெயர்ப்பு :
गले में पहनने का वह गहना जिसपर किसी देवता के चरण अंकित हों।
इस पदिक पर भगवान गणेश के चरण अंकित हैं।பொருள் : ଦେବତାଙ୍କ ପଦରୁ ତିଆରି ହୋଇଥିବା ଚିହ୍ନ ଯାହାର ପୂଜା କରା ଯାଇଥାଏ
எடுத்துக்காட்டு :
ଏହି ପୂଜାଘରେ ଅଧିକାଂଶ ଦେବତାଙ୍କ ପଦକ ତିଆରି ହୋଇଅଛି
பிற மொழிகளில் மொழிபெயர்ப்பு :
देवी-देवताओं के पैरों के बनाये हुए वे चिह्न जिनकी पूजा की जाती है।
इस पूजाघर में अधिकांश देवताओं के पदक बने हुए हैं।