பொருள் : ପାଦରେ କରାଯାଉଥିବା ଆଘାତ କିମ୍ବା ପ୍ରହାର
எடுத்துக்காட்டு :
ଚୋର ପୋଲିସର ପଦାଘାତରେ ଆହତ ହୋଇ ପଡ଼ିଗଲା
பிற மொழிகளில் மொழிபெயர்ப்பு :
பொருள் : ଖାଲିପାଦର ଅଗ୍ରଭାଗ ବା ପିନ୍ଧିଥିବା ଜୋତାର ଅଗ୍ରଭାଗରେ କୌଣସି ବସ୍ତୁ ବା ବ୍ୟକ୍ତିକୁ ଆଘାତ କରିବା
எடுத்துக்காட்டு :
ଟିଟିଆଇ ଟ୍ରେନର ଚଟାଣରେ ଶୋଇଥିବା ଯାତ୍ରୀମାନଙ୍କୁ ଗୋଇଠା ମାରି ଉଠାଇଲା
ஒத்த சொற்கள் : ଗୋଇଠା
பிற மொழிகளில் மொழிபெயர்ப்பு :
नंगे पैर के अगले भाग अथवा पहने हुए जूते की नोक या पंजे से किसी वस्तु या व्यक्ति पर किया जानेवाला आघात।
टीटीआई ने ट्रेन की फर्श पर सो रहे यात्री को ठोकर मारकर जगाया।