உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଥାଳି ବା ପତରରେ ଖାଦ୍ୟ ବାଢ଼ିବା ବା ବାହାରକରିବା କ୍ରିୟା
எடுத்துக்காட்டு : ତାକୁ ଖାଦ୍ୟ ପରଷିବା ଆସେନାହିଁ ମହାତ୍ମାଙ୍କୁ ଖାଦ୍ୟ ବାଢ଼ିବା ପରେ ସେ ପଙ୍ଖା କଲେ
ஒத்த சொற்கள் : ବାଢିବା
பிற மொழிகளில் மொழிபெயர்ப்பு :हिन्दी
थाली या पत्तल में खाना परोसने या निकालने की क्रिया।
பொருள் : ଖାଇବାପାଇଁ କାହାରି ଆଗରେ ଖାଦ୍ୟପଦାର୍ଥ ରଖିବା
எடுத்துக்காட்டு : ମାଆ ରାମକୁ ଖାଦ୍ୟ ପରଷୁଛନ୍ତି
ஒத்த சொற்கள் : ବାଢ଼ିବା
खाने के लिए किसी के सामने भोज्य पदार्थ रखना।
பொருள் : ଥାଳି ବା ଖଲିରେ ଖାଦ୍ୟଦେବା
எடுத்துக்காட்டு : ମାଆ ଆମ ସମସ୍ତଙ୍କପାଇଁ ଖାଦ୍ୟ ପରଷିଛନ୍ତି
ஒத்த சொற்கள் : ପରିବେଷଣ କରିବା, ବାଢ଼ିବା
थाली या पत्तल में खाना लगाना।
நிறுவு