பொருள் : ଯେଉଁ ସମିତି ନିକଟରେ ନିରୀକ୍ଷଣାତ୍ମକ ବା ପର୍ଯ୍ୟବେକ୍ଷିତ ଶକ୍ତି ଥାଏ
எடுத்துக்காட்டு :
ପରିଷଦର ନିର୍ଣ୍ଣୟ ସର୍ବମାନ୍ୟ ହେବ
ஒத்த சொற்கள் : ବୋର୍ଡ଼
பிற மொழிகளில் மொழிபெயர்ப்பு :
பொருள் : ନିର୍ବାଚିତ କିମ୍ବା ନିଯୁକ୍ତ ସଦସ୍ୟମାନଙ୍କର ସଭା
எடுத்துக்காட்டு :
ପରିଷଦରେ ସମସ୍ତ ନିର୍ବାଚିତ ସଦସ୍ୟ ଉପସ୍ଥିତ ନ ଥିଲେ
பிற மொழிகளில் மொழிபெயர்ப்பு :
பொருள் : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
எடுத்துக்காட்டு :
ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
ஒத்த சொற்கள் : ପ୍ରତିଷ୍ଠାନ, ସଂଗଠନ, ସଂସ୍ଥା
பிற மொழிகளில் மொழிபெயர்ப்பு :
பொருள் : ଲୋକଙ୍କ ସଭା ଯାହା ବିଚାର -ବିମର୍ଷପାଇଁ ହୋଇଥାଏ
எடுத்துக்காட்டு :
ପରିଷଦରେ ବିଭିର୍ନ୍ନ ଦାବି ଉପରେ ବିଚାର-ବିମର୍ଷ ହେଲା
ஒத்த சொற்கள் : କାଉନସିଲ
பிற மொழிகளில் மொழிபெயர்ப்பு :