பொருள் : ପରଖିବା ବା ଜାଞ୍ଚ କରିବାର କାମ ଅନ୍ୟ କାହାଦ୍ୱାରା କରାଇବା
எடுத்துக்காட்டு :
ଆମେ ସୁନାଗହଣାର ଶୁଦ୍ଧତା ବଣିଆଦ୍ୱାରା ପରୀକ୍ଷା କରାଉ
ஒத்த சொற்கள் : ଜାଞ୍ଚ କରାଇବା
பிற மொழிகளில் மொழிபெயர்ப்பு :
பொருள் : ଅନ୍ୟ କାହାଦ୍ୱାରା ମୂଲ୍ୟାୟନ କରାଇବା
எடுத்துக்காட்டு :
ଯନ୍ତ୍ରଣାରେ ପୀଡ଼ିତ ଜେଜେମା ତାଙ୍କ ଆଣ୍ଠୁ ପରୀକ୍ଷା କରେଇଲେ
ஒத்த சொற்கள் : ଯାଞ୍ଚ କରାଇବା
பிற மொழிகளில் மொழிபெயர்ப்பு :
பொருள் : କାହାରିକୁ ଉତ୍ତୀର୍ଣ୍ଣ ବା ଅନୁତ୍ତୀର୍ଣ୍ଣ କରିବା ନିମନ୍ତେ ତାର ଯୋଗ୍ୟତା ବା ଜ୍ଞାନକୁ ପରଖିବାପାଇଁ ତାକୁ ପ୍ରଶ୍ନ ପଚାରିବା
எடுத்துக்காட்டு :
ଅଧ୍ୟାପକ ଗଣିତ ପରୀକ୍ଷା କରାଉଛନ୍ତି
ஒத்த சொற்கள் : ପରୀକ୍ଷା ନେବା
பிற மொழிகளில் மொழிபெயர்ப்பு :
किसी की योग्यता या ज्ञान को परखने के लिए उससे प्रश्न पूछना जिसके आधार पर उसको उत्तीर्ण या अनुत्तीर्ण किया जा सके।
अध्यापक गणित की परीक्षा ले रहे हैं।பொருள் : କୌଣସି ପରୀକ୍ଷଣଦେଇ ଗତିକରିବା
எடுத்துக்காட்டு :
ଆପଣ ପ୍ରଥମେ କୌଣସି ଭଲ ଚିକିତ୍ସକଙ୍କଦ୍ୱାରା ଭଲଭାବେ ଆପଣଙ୍କ ପରୀକ୍ଷା କରାନ୍ତୁ
ஒத்த சொற்கள் : ଟେଷ୍ଟ କରାଇବା, ଯାଞ୍ଚ କରାଇବା
பிற மொழிகளில் மொழிபெயர்ப்பு :
* किसी परीक्षण से गुजरना।
पहले आप किसी अच्छे चिकित्सक से अच्छी तरह से अपना परीक्षण कराइए।