பொருள் : ବିନା ଅଧିକାରରେ କୌଣସି ଜାଗାରେ ପହଞ୍ଚିଯିବା
எடுத்துக்காட்டு :
ଗୋଟିଏ ଚୋର ଅଗଣାରେ ପଶିଛି
ஒத்த சொற்கள் : ଅନୁପ୍ରବେଶ କରିବା, ପଶିଯିବା, ପ୍ରବେଶ କରିବା
பிற மொழிகளில் மொழிபெயர்ப்பு :
பொருள் : ତୀକ୍ଷଣ ବସ୍ତୁ କୌଣସି ନରମ ସ୍ଥାନରେ ପଶିଯିବା
எடுத்துக்காட்டு :
ମୋର ପାଦରେ କଣ୍ଟା ପଶିଗଲା
ஒத்த சொற்கள் : ଗଳିବା
பிற மொழிகளில் மொழிபெயர்ப்பு :
பொருள் : ହଠାତ୍ ମଝିରେ ଆସି ପଡ଼ିବା
எடுத்துக்காட்டு :
ବାପପୁଅଙ୍କ କଳିରେ ଆପଣ କାହିଁକି ପଡ଼ୁଛନ୍ତି?
ஒத்த சொற்கள் : ପଡ଼ିବା, ମୁଣ୍ଡପୁରେଇବା, ହସ୍ତକ୍ଷେପ କରିବା
பிற மொழிகளில் மொழிபெயர்ப்பு :
अनावश्यक रूप से बीच में बोलना या हस्तक्षेप करना।
बाप बेटे की लड़ाई में तुम टाँग मत अड़ाओ।பொருள் : କୌଣସି ନିଶ୍ଚିତ ସୀମା, ସ୍ଥାନଆଦି ଭିତରେ ଆସିବା
எடுத்துக்காட்டு :
ସାପ ବିଲ ଭିତରେ ପଶିଗଲା
ஒத்த சொற்கள் : ଢୁକିବା
பொருள் : ଭିତରକୁ ଯିବା
எடுத்துக்காட்டு :
ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
ஒத்த சொற்கள் : ଆସିବା, ଉପସ୍ଥିତ ହେବା, ପ୍ରବେଶ କରିବା, ଭିତରକୁ ଆସିବା
பிற மொழிகளில் மொழிபெயர்ப்பு :
किसी निश्चित सीमा, स्थान आदि के अंदर जाना या उसके भीतर आना।
उसने पढ़ने के लिए अध्ययन कक्ष में प्रवेश किया।