பொருள் : ଅନୁଭବ କରାଇବା
எடுத்துக்காட்டு :
ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ
ஒத்த சொற்கள் : ଅନୁଭବ କରାଇବା, ଦେଖାଇବା
பிற மொழிகளில் மொழிபெயர்ப்பு :
பொருள் : କାହା ସହିତ କୌଣସି ସ୍ଥାନ ପର୍ଯ୍ୟନ୍ତ ଯିବାକୁ ପଡ଼େ କାରଣ ରାସ୍ତାରେ ତା ଉପରେ କୌଣସି ବିପତ୍ତି ଆସିବ ନାହିଁ
எடுத்துக்காட்டு :
ହଜିଯାଇଥିବା ଛୁଆକୁ ମୁଁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଲି
பிற மொழிகளில் மொழிபெயர்ப்பு :
பொருள் : କୌଣସି ବିଷୟରେ କାହାକୁ ବରାବର କରିଦେବା
எடுத்துக்காட்டு :
ମୋ ବାପା ମୋତେ ପଢ଼ାଲେଖା କରି ଏହି ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି
ஒத்த சொற்கள் : ପହଞ୍ଚେଇବା
பிற மொழிகளில் மொழிபெயர்ப்பு :
Cause to come into a particular state or condition.
Long hard years of on the job training had brought them to their competence.பொருள் : ଏପରି କରିବା ଯେପରିଁ କୌଣସି ବସ୍ତୁ ବା ବ୍ୟକ୍ତି ଗୋଟିଏ ସ୍ଥାନରୁ ଚାଲିକରି ଅନ୍ୟ ଏକ ସ୍ଥାନକୁ ଆସିଯିବ
எடுத்துக்காட்டு :
ମୁଁ ଆପଣଙ୍କ ଜିନିଷ ଯଥା ସ୍ଥାନରେ ପହଞ୍ଚାଇ ଦେଲି ମୁଁ ପ୍ରଥମେ ଜେଜେଙ୍କୁ ଘରେ ଛାଡ଼ିବି ତାପରେ ଆସିବି
ஒத்த சொற்கள் : ଛାଡ଼ିକି ଆସିବା
பிற மொழிகளில் மொழிபெயர்ப்பு :