பொருள் : କୌଣସି ବସ୍ତୁ ବା ବ୍ୟକ୍ତିଙ୍କୁ ଜଗାରଖା ବା ରକ୍ଷା କରିବା ନିମନ୍ତେ ଅଥବା ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରୁ ଚାଲିଗଲାବେଳେ ଅଟକାଇବା ପାଇଁ ପହରାଦାରଙ୍କୁ ନିଯୁକ୍ତ କରିବାର କ୍ରିୟା
எடுத்துக்காட்டு :
ପହରାଦାର ତତ୍ପରତା ସହିତ ପହରା ଦେଉଛି
ஒத்த சொற்கள் : ଚୌକୀ
பிற மொழிகளில் மொழிபெயர்ப்பு :
பொருள் : ସୁରକ୍ଷାପ୍ରଦାନକରିବାପାଇଁ ପ୍ରହରୀ, ପୋଲିସ ଆଦିଙ୍କଦ୍ବାରା ରାତିରେ କରାଯାଉଥିବା ଭ୍ରମଣ
எடுத்துக்காட்டு :
ରାତିରେ ପହରା ସମୟରେ କନେଷ୍ଟବଳ ଜଣେ ଚୋରକୁ ଧରିଲା
பிற மொழிகளில் மொழிபெயர்ப்பு :
रक्षकों, पुलिस आदि के द्वारा रक्षा की दृष्टि से रात को किया जानेवाला गश्त।
रात को तिलावा करते समय कोतवाल ने एक चोर को पकड़ा।The activity of going around or through an area at regular intervals for security purposes.
patrolபொருள் : ପହରାଦେବା କାମ
எடுத்துக்காட்டு :
ଚୌକିଦାରୀ ସମୟରେ ସତର୍କ ରହିବା ଉଚିତ
ஒத்த சொற்கள் : ଚୌକିଦାରୀ
பிற மொழிகளில் மொழிபெயர்ப்பு :
The duty of serving as a sentry.
He was on guard that night.