பொருள் : ମାଙ୍ଗଳିକ କାର୍ଯ୍ୟରେ ବାରିକ,ଭାଟ,ବାଜାବାଲା ଆଦିଙ୍କୁ ଦିଆଯାଉଥିବା ନିମନ୍ତ୍ରଣ ଏବଂ ବିଦାକି
எடுத்துக்காட்டு :
ବାରିକ ବିଦାକିକୁ ନେଇ ସନ୍ତୁଷ୍ଟ ନଥିଲା
ஒத்த சொற்கள் : ବିଦାକି
பிற மொழிகளில் மொழிபெயர்ப்பு :
शुभ अवसरों पर नाइयों, भाटों, बाजेवालों आदि को दिया जानेवाला निमंत्रण और बिदाई।
नाई आखत से संतुष्ट नहीं था।பொருள் : ଅନ୍ୟଠାରୁ ପାଇବା ବା ପ୍ରାପ୍ତକରିବାକୁ ଥିବା ଟଙ୍କା
எடுத்துக்காட்டு :
ସାହୁକାର ସବୁ ମାସର ଏକ ତାରିଖରେ ହିଁ ପାଉଣା ନେବା ପାଇଁ ଘରେ ପହଞ୍ଚିଯାଆନ୍ତି
ஒத்த சொற்கள் : ଦେୟ, ପ୍ରାପ୍ୟ ଧନ, ବାକି
பிற மொழிகளில் மொழிபெயர்ப்பு :
A payment that is due (e.g., as the price of membership).
The society dropped him for non-payment of dues.