பொருள் : ପାଗଳମାନଙ୍କ ପରି ଶବ୍ଦ, ପ୍ରବୃତି ବା ଆଚରଣ
எடுத்துக்காட்டு :
ତା ଉପରେ ଟଙ୍କା ରୋଜଗାରର ପାଗଳାମି ସବାର ହୋଇଛି
ஒத்த சொற்கள் : ପାଗଳପଣ
பிற மொழிகளில் மொழிபெயர்ப்பு :
பொருள் : ମସ୍ତିଷ୍କର ଯେଉଁ ରୋଗରେ ମନ ଓ ବୁଦ୍ଧିର ସନ୍ତୁଳନ ବିଗିଡ଼ି ଯାଏ
எடுத்துக்காட்டு :
ଅତ୍ୟଧିକ ଦୁଃଖ କାରଣରୁ ସେ ଉନ୍ମାଦ ହୋଇଗଲା
ஒத்த சொற்கள் : ଉନ୍ମତ୍ତତା, ଉନ୍ମାଦ, ଚିତ୍ତବିଭ୍ରମ, ପାଗଳପଣ, ପ୍ରମାଦ, ସ୍ମୃତିବିଭ୍ରମ
பிற மொழிகளில் மொழிபெயர்ப்பு :
मस्तिष्क का वह रोग जिसमें मन और बुद्धि का संतुलन बिगड़ जाता है।
अत्यधिक शोक के कारण उसे उन्माद हो गया।Relatively permanent disorder of the mind.
insanity