உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଗ୍ରନ୍ଥ,ପୁସ୍ତକଆଦିର ଖଣ୍ଡ ବା ବିଭାଗ ଯେଉଁଥିରେ କୌଣସି ବିଷୟ ବା ତା’ର ବିଶେଷ ଅଂଶର ବିବେଚନା ହୋଇଥାଏ
எடுத்துக்காட்டு : ଆଜି ପ୍ରବଚନ ଦେବାସମୟରେ ମହାତ୍ମାଜୀ ଗୀତାର ପଞ୍ଚମଅଧ୍ୟାୟର ବ୍ୟାଖ୍ୟାକଲେ
ஒத்த சொற்கள் : ଅଧ୍ୟାୟ, ଅନୁଚ୍ଛେଦ, ଆଶ୍ୱାସ, ପରିଚ୍ଛେଦ
பிற மொழிகளில் மொழிபெயர்ப்பு :हिन्दी
ग्रन्थ, पुस्तक आदि का खंड या विभाग जिसमें किसी विषय या उसके विशेष अंग का विवेचन हो।
பொருள் : ଏକ ସମୟରେ ପଢ଼ାଯାଉଥିବା ଅଂଶ
எடுத்துக்காட்டு : ଆଜି ଶିକ୍ଷକ ଛାତ୍ରଙ୍କୁ ଚତୁର୍ଥ ପାଠର ଅଂଶକୁ ମନେରଖିବାକୁ କହିଛନ୍ତି
பிற மொழிகளில் மொழிபெயர்ப்பு :हिन्दी English
अध्ययन के समय एक बार में पढ़ाया जाने वाला अंश।
A task assigned for individual study.
பொருள் : ନିୟମ ବା ବିଧି ଅନୁସାରେ ଧର୍ମଗ୍ରନ୍ଥ ପଢ଼ିବାର ଭାବ ବା କ୍ରିୟା
எடுத்துக்காட்டு : ଏହି ମନ୍ଦିରରେ ଅଖଣ୍ଡ ରାମାୟଣ ପାଠର ଆୟୋଜନ କରାଯାଇଛି
ஒத்த சொற்கள் : ବୋଲା
नियम या विधिपूर्वक धर्मग्रंथ पढ़ने की क्रिया या भाव।
நிறுவு