பொருள் : ପବନର ଚାପ ସୃଷ୍ଟିପାଇଁ ନୌକାର ମାସ୍ତୁଲରେ ବନ୍ଧା ଯାଉଥିବା ଏକ ଲମ୍ବା ଚୌଡ଼ା କନା
எடுத்துக்காட்டு :
ହଠାତ୍ ତୋଫାନ ଆସିବାରୁ ନୌକାର କମଜୋର ପାଲ ଫାଟିଗଲା
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ଲୁଗାରେ ଗାଡ଼ି ବା ପାଲଙ୍କି ଢଙ୍କା ଯାଏ
எடுத்துக்காட்டு :
ପାଲଙ୍କି ଭିତରେ ବସି କନ୍ୟା ପାଲ ଟେକି ବାହାରକୁ ଉଙ୍କିମାରୁଥିଲା
பிற மொழிகளில் மொழிபெயர்ப்பு :
பொருள் : ଏକ ପ୍ରକାର ଚିକ୍କଣିଆ ମୋଟା କପଡ଼ା ଯାହା ଖରା ଓ ବର୍ଷା ଦାଉରୁ ଜିନିଷପତ୍ରକୁ ରକ୍ଷାକରିବାପାଇଁ ତା ଉପରେ ପକାଯାଏ ବା ଟଣାଯାଏ
எடுத்துக்காட்டு :
ଖଳାରେ ଶସ୍ୟଉପରେ ପାଲ ଢାଙ୍କିକି ରଖ
பிற மொழிகளில் மொழிபெயர்ப்பு :
रोगन किया हुआ एक प्रकार का टाट जो धूप और वर्षा से रक्षा के लिए चीज़ों के ऊपर डाला या ताना जाता है।
खलिहान के अनाज को तिरपाल से ढाँककर रखो।