பொருள் : ଗାଉନ ପଛର ଯେଉଁ ଲମ୍ବାଅଂଶ ଭୂଇଁକୁ ଛୁଏଁ
எடுத்துக்காட்டு :
ବିବାହକୁ ଆସିଥିବା ବିଦେଶୀ ମହିଳାର ଗାଉନ କାନି ତଳେ ଘୁଷୁରୁଛି
ஒத்த சொற்கள் : ଗାଉନ କାନି
பிற மொழிகளில் மொழிபெயர்ப்பு :
Piece of cloth forming the long back section of a gown that is drawn along the floor.
The bride's train was carried by her two young nephews.பொருள் : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା
எடுத்துக்காட்டு :
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
பிற மொழிகளில் மொழிபெயர்ப்பு :
பொருள் : ମୟୂରର ପୁଚ୍ଛ
எடுத்துக்காட்டு :
ଏହି ପଙ୍ଖା ମୟୂର ପୁଚ୍ଛରେ ତିଆରି
ஒத்த சொற்கள் : କଳାପ, ମୟୂର ପୁଚ୍ଛ, ଶ୍ରୀଖଣ୍ଡ
பிற மொழிகளில் மொழிபெயர்ப்பு :
Feather growing from the tail (uropygium) of a bird.
tail feather