பொருள் : ସର୍ବସାଧାରଣଙ୍କ ପଢ଼ିବା ଏବଂ ସନ୍ଦର୍ଭପାଇଁ ରଖାଯାଇଥିବା ପୁସ୍ତକ ଭବନ ବା ଘର
எடுத்துக்காட்டு :
ଏହି ପୁସ୍ତକାଳୟରେ ସବୁ ବିଷୟ ସମ୍ବନ୍ଧିତ ପୁସ୍ତକ ରହିଛି
ஒத்த சொற்கள் : ଗ୍ରନ୍ଥାଗାର, ଗ୍ରନ୍ଥାଳୟ, ପାଠାଗାର, ପୁସ୍ତକାଗାର, ଲାଇବ୍ରେରୀ
பிற மொழிகளில் மொழிபெயர்ப்பு :
वह भवन या घर जिसमें अध्ययन और संदर्भ के लिए पुस्तकें रखी गई हों और जहाँ से सर्वसाधारण को पढ़ने के लिए पुस्तकें मिलती हों।
इस पुस्तकालय में हर विषय से संबंधित पुस्तकें हैं।பொருள் : ଯେଉଁ ସ୍ଥାନରେ ପୁସ୍ତକ ବିକ୍ରି ହୁଏ
எடுத்துக்காட்டு :
ଆମ ବିଦ୍ୟାଳୟ ପାଖରେ ଏକ ବହୁତ ବଡ଼ ବହି ଦୋକାନ ଅଛି
ஒத்த சொற்கள் : ପୁସ୍ତକ ଦୋକାନ, ବହି ଦୋକାନ
பிற மொழிகளில் மொழிபெயர்ப்பு :
वह स्थान जहाँ पुस्तकें बिकती हो।
हमारे विद्यालय के पास ही एक बहुत बड़ी पुस्तक की दुकान है।