பொருள் : ଟିକିଟିକି କରି କଟାଯାଇଥିବା ଗୁଆ, ଅଳେଇଚ, ଭଜା ଧନିଆ, ଅତିଛୋଟ ନଡ଼ିଆ ଖଣ୍ଡ, ତରଭୁଜ ତଥା ବାଦାମର ମଞ୍ଜିକୁ ମିଶେଇ ପ୍ରସ୍ତୁତ କରାଯାଇଥିବା ଏକ ମସଲା
எடுத்துக்காட்டு :
କିଛି ଲୋକ ପାନ ପରିବର୍ତ୍ତେ ପୁଡ଼ିଆ ଖାଆନ୍ତି
ஒத்த சொற்கள் : ଗୁଟୁଖା
பிற மொழிகளில் மொழிபெயர்ப்பு :
कतरकर एक में मिलाई हुई सुपारी, इलायची, धनिया की भुनी दाल, कद्दूकस किया नारियल, खरबूजे तथा बादाम की गिरी।
कुछ लोग पान की जगह गोटा खाते हैं।பொருள் : କାଗଜକୁ ଭାଙ୍ଗି ବା ମୋଡ଼ି ତିଆରି କରାଯାଇଥିବା ଏକ ପାତ୍ରଭଳି ବସ୍ତୁ ଯେଉଁଥିରେ କିଛି ବସ୍ତୁ ରଖାଯାଏ
எடுத்துக்காட்டு :
ଏହି ପୁଡ଼ିଆରେ ଲାଲ୍ ରଙ୍ଗ ଅଛି
பிற மொழிகளில் மொழிபெயர்ப்பு :
A small package or bundle.
packet