பொருள் : ପୂର୍ଣ୍ଣ ବା ପୂରା ହେବା କିମ୍ବା କରିବାର କ୍ରିୟା ବା ଭାବ
எடுத்துக்காட்டு :
ଆପଣଙ୍କ ବିନା ଏହି କାମର ପୂର୍ତ୍ତି ଅସମ୍ଭବ
ஒத்த சொற்கள் : ପୂର୍ଣ୍ଣ, ପୂର୍ଣ୍ଣତା, ପୂର୍ତ୍ତି
பிற மொழிகளில் மொழிபெயர்ப்பு :
The act of making something perfect.
perfectionபொருள் : ପୂରା ଭାବରେ
எடுத்துக்காட்டு :
ଏହି କଥା ସମ୍ପୂର୍ଣ୍ଣ ମିଛ ସେ ସଡ଼କର ସମ୍ପୂର୍ଣ୍ଣ ମଝିରେ ଠିଆ ହୋଇଥିଲା ସେ ସମ୍ପୂର୍ଣ୍ଣ ମୂର୍ଖ
ஒத்த சொற்கள் : ଆମୂଳଚୂଳ, ଏକଦମ୍, ନିତାନ୍ତ, ପୂର୍ଣ୍ଣରୂପରେ, ଶତପ୍ରତିଶତ, ସମ୍ପୂର୍ଣ୍ଣ
பிற மொழிகளில் மொழிபெயர்ப்பு :
पूरी तरह से या थोड़ी मात्रा में भी।
यह बात बिल्कुल झूठ है।பொருள் : ସମ୍ପୂର୍ଣ୍ଣ ଭାବରେ
எடுத்துக்காட்டு :
ବାଇଗଣ ଭରତା ତିଆରି କରିବାପାଇଁ ବାଇଗଣକୁ ଗୋଟା ରନ୍ଧାଯାଏ
ஒத்த சொற்கள் : ଗୋଟା, ସମ୍ପୂର୍ଣ୍ଣ
பிற மொழிகளில் மொழிபெயர்ப்பு :
பொருள் : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ
எடுத்துக்காட்டு :
ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ
ஒத்த சொற்கள் : ପୂର୍ଣ୍ଣ, ସମ୍ପୂର୍ଣ୍ଣ
பிற மொழிகளில் மொழிபெயர்ப்பு :
Being complete of its kind and without defect or blemish.
A perfect circle.