பொருள் : ଦଣ୍ଡ ସ୍ୱରୂପ ଯେଉଁ ପ୍ୟାରେଡ଼ କରିବାକୁ ପଡ଼େ
எடுத்துக்காட்டு :
ନିଜ ନିଜ ମଧ୍ୟରେ ଝଗଡ଼ା କରିବାରୁ ଦୁଇ ଜଣ ସୈନିକଙ୍କୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପେନାଲ୍ଟି ପ୍ୟାରେଡ଼ କରିବାକୁ ପଡ଼ିଲା
ஒத்த சொற்கள் : ଦଣ୍ଡମୂଳକ ପ୍ୟାରେଡ଼
பிற மொழிகளில் மொழிபெயர்ப்பு :
वह कवायद जो दंड स्वरूप करनी पड़े।
आपस में झगड़ने के कारण दो जवानों को दो घंटे तक दलेल करनी पड़ी।