பொருள் : ନଦୀ ପାରହେବାପାଇଁ ତିଆରି କରାଯାଇଥିବା କାଠ କିମ୍ବା ଖମ୍ବଯୁକ୍ତ ସିମେଣ୍ଟ ରାସ୍ତା
எடுத்துக்காட்டு :
ନଦୀଗୁଡିକ ଉପରେ ଜାଗା ଜାଗାରେ ପୋଲ ତିଆରି କରାଯାଉଛି
பிற மொழிகளில் மொழிபெயர்ப்பு :
பொருள் : ବହୁତ ଛୋଟ ପୋଲ ଯାହା ପ୍ରାୟତଃ ଛୋଟ ନାଳସବୁ ପାରି କରିବାପାଇଁ ରାସ୍ତାରେ ତିଆରି କରାଯାଇଥାଏ
எடுத்துக்காட்டு :
ବିଦ୍ୟାଳୟକୁ ଯିବା ସମୟରେ ପିଲାମାନଙ୍କୁ ପୋଲ ପାରିକରି ଯିବାକୁ ପଡ଼େ
பிற மொழிகளில் மொழிபெயர்ப்பு :