பொருள் : କାହାରି ପ୍ରତିପାଳନ କରିବାପାଇଁ ସାଧନର ବ୍ୟବସ୍ଥା କରିବା
எடுத்துக்காட்டு :
ଶ୍ୟାମ ଗୋଟିଏ ବଡ଼ ପରିବାରର ଭରଣପୋଷଣ କରୁଛି
ஒத்த சொற்கள் : ପରିବାର ଚଳାଇବା, ପାଳନ କରିବା, ପ୍ରତିପାଳନ କରିବା, ଭରଣପୋଷଣ କରିବା
பிற மொழிகளில் மொழிபெயர்ப்பு :
பொருள் : ଖାଦ୍ୟଦ୍ୱାରା ଶରୀରକୁ ପୋଷଣ କରିବା ବା ଖାଦ୍ୟପଦାର୍ଥ ସେବନକରି ଶାରୀରିକ ପ୍ରକ୍ରିୟା ଜାରି ରଖିବା
எடுத்துக்காட்டு :
ମହାତ୍ମା କେବଳ ଫଳ ଓ ଦୁଧରେ ନିଜର ପୋଷଣ କରନ୍ତି
ஒத்த சொற்கள் : ଆହାର କରିବା, ପାଳିତ କରିବା, ପୁଷ୍ଟିକରଣ କରିବା, ବର୍ଦ୍ଧନ କରିବା, ଭୋଜନ କରିବା
பிற மொழிகளில் மொழிபெயர்ப்பு :
* खाद्य द्वारा शरीर को पोषित करना या खाद्य वस्तुओं का सेवन करके शारीरिक क्रियाओं को बनाए रखना।
महात्माजी केवल फल और दूध पर अपने को पोषित करते हैं।