பொருள் : (ଜୀବବିଜ୍ଞାନ) କୌଣସି ଜାତିରେ ଜୀବମାନଙ୍କର ଗୋଟିଏ ବର୍ଗ ଯାହା ସମାନ ବର୍ଗ ଠାରୁ ମାମୁଲି ରୂପରେ ଅଲଗା ବା ଭିନ୍ନ ହୋଇଥାଏ
எடுத்துக்காட்டு :
ଗୋଟିଏ ନୂଆ ପ୍ରକାରର ସୂକ୍ଷ୍ମଜୀବମାନଙ୍କର ସନ୍ଧାନ ମିଳିଛି
பிற மொழிகளில் மொழிபெயர்ப்பு :
பொருள் : ଏକ ପ୍ରକାର ମୂଳରୁ ଉତ୍ପନ୍ନ ହୋଉଥିବା ବସ୍ତୁ ବା ଜୀବଆଦିର ବର୍ଗ ଯାହା ଅନ୍ୟ ଜୀବ ବା ବସ୍ତୁଠାରୁ ତାକୁ ଭିନ୍ନ କରେ
எடுத்துக்காட்டு :
ଏହି ବଗିଚାରେ ବହୁ ପ୍ରକାରର ଗୋଲାପ ଅଛି
பிற மொழிகளில் மொழிபெயர்ப்பு :
பொருள் : ଏକ ବିଶେଷ ପ୍ରକାର ବସ୍ତୁ
எடுத்துக்காட்டு :
ମୁଁ ଆଗରୁ ଥରେ ଏହି ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛି
பிற மொழிகளில் மொழிபெயர்ப்பு :
A particular type of thing.
Problems of this type are very difficult to solve.பொருள் : ଜୀବ ଜନ୍ତୁଙ୍କ ଧର୍ମ, ଆକୃତି ଇତ୍ୟାଦିର ସମାନତାକୁ ବିଚାରକରି କରାଯାଇଥିବା ବିଭାଗ
எடுத்துக்காட்டு :
ଭାରତରେ ବିଭିନ୍ନ ପ୍ରକାରର ଆମ୍ବ ମିଳେ
பிற மொழிகளில் மொழிபெயர்ப்பு :
(biology) taxonomic group whose members can interbreed.
speciesபொருள் : ଯେଉଁ ପ୍ରକାରର
எடுத்துக்காட்டு :
ତା ଭଳି ବାହାଦୁର ଏଠାରେ କେହିନାହିଁ
பிற மொழிகளில் மொழிபெயர்ப்பு :