பொருள் : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
எடுத்துக்காட்டு :
ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
ஒத்த சொற்கள் : ଅଭ୍ୟୁଦୟ, ଉତ୍ଥାନ, ଉନ୍ନତି, ଉନ୍ନୟନ, ବିକାଶ
பிற மொழிகளில் மொழிபெயர்ப்பு :
Gradual improvement or growth or development.
Advancement of knowledge.பொருள் : ଆଗକୁ ଗମନ ବା ଗତି ବା ଅଗ୍ରସର ହେବା
எடுத்துக்காட்டு :
ସେନାପତି ସୈନିକମାନଙ୍କ ଅଗ୍ରଗତି ବିଷୟରେ କହୁଥିଲେ
ஒத்த சொற்கள் : ଅଗ୍ରଗତି
பிற மொழிகளில் மொழிபெயர்ப்பு :