பொருள் : ପ୍ରତିକୂଳ ହେବାର ଅବସ୍ଥା ବା ଭାବ
எடுத்துக்காட்டு :
ପ୍ରତିକୂଳତା ଯେକୌଣସି କାର୍ଯ୍ୟକୁ ଜଟିଳ କରିଦିଏ
ஒத்த சொற்கள் : ପ୍ରତିପକ୍ଷତା, ବିପକ୍ଷତା, ବିରୁଦ୍ଧତା, ବିରୋଧିତା, ବୈପରୀତ୍ୟ
பிற மொழிகளில் மொழிபெயர்ப்பு :
प्रतिकूल होने की अवस्था या भाव।
प्रतिकूलता किसी भी कार्य को जटिल बना देती है।பொருள் : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର
எடுத்துக்காட்டு :
ରାମ ତୁଳନାରେ ଶ୍ୟାମ ଅଧିକ ଚତୁର
ஒத்த சொற்கள் : ଅପେକ୍ଷା, ତୁଳନା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା, ବିପକ୍ଷତା, ବିରୋଧିତା
பிற மொழிகளில் மொழிபெயர்ப்பு :
Relation based on similarities and differences.
comparisonபொருள் : ବିମୁଖ ହେବାର ଅବସ୍ଥା ବା ଭାବ
எடுத்துக்காட்டு :
ପରିବାର ପ୍ରତି ତାଙ୍କର ବିମୁଖତା ଚିନ୍ତାର ବିଷୟ
ஒத்த சொற்கள் : ଅପ୍ରସନ୍ନତା, ବିମୁଖତା, ସ୍ପୃହାହୀନତା
பிற மொழிகளில் மொழிபெயர்ப்பு :
The trait of lacking enthusiasm for or interest in things generally.
apathy, indifference, numbness, spiritlessness