பொருள் : କୌଣସି କଥାର ପ୍ରତିଶୋଧ ନେବାପାଇଁ କରାଯାଉଥିବା କାମ
எடுத்துக்காட்டு :
ସେ ପ୍ରତିଶୋଧର ଅଗ୍ନିରେ ଜଳୁଥିଲା
ஒத்த சொற்கள் : ପ୍ରତିବିଧାନ, ପ୍ରତିଶୋଧ, ବଦଲା, ବିପରୀତ କ୍ରିୟା
பிற மொழிகளில் மொழிபெயர்ப்பு :
பொருள் : କୌଣସି ତଥ୍ୟ ବା ପ୍ରୟୋଗ ସମ୍ପର୍କରେ କାହାରି ପ୍ରତିବାଦ ବା ଉତ୍ତର
எடுத்துக்காட்டு :
ଦୟାକରି ଏହି ସାଇଟର ଉପଯୋଗ କରିବା ପରେ ନିଜର ଫିଡବ୍ୟାକ ନିଶ୍ଚିତଭାବେ ଦିଅନ୍ତୁ
ஒத்த சொற்கள் : ପ୍ରତ୍ୟୁତ୍ତର, ଫିଡବ୍ୟାକ
பிற மொழிகளில் மொழிபெயர்ப்பு :
किसी जानकारी या प्रयोग के संबंध में किसी का प्रतिसाद या उत्तर।
कृपया इस साइट का उपयोग करने के बाद अपना फीडबैक अवश्य दें।Response to an inquiry or experiment.
feedbackபொருள் : କୌଣସି କାମ ହେଲାପରେ ତା ବିରୋଧରେ ବା ପରିଣାମସ୍ୱରୂପ ହେଉଥିବା ଦ୍ୱିତୀୟ କ୍ରିୟା
எடுத்துக்காட்டு :
ଚୋରୀ ଧରାପଡ଼ିଲା ପରେ ବିନା ପ୍ରତିକ୍ରିୟାରେ ସେ ନିଜର ଅପରାଧ ସ୍ୱୀକାର କରିନେଲା
பிற மொழிகளில் மொழிபெயர்ப்பு :
कोई क्रिया होने पर उसके विरोध में या परिणामस्वरूप दूसरी ओर होनेवाली क्रिया।
चोरी पकड़ी जाने के बाद बिना प्रतिक्रिया के उसने अपना अपराध स्वीकार कर लिया।பொருள் : କୌଣସି କ୍ରିୟା ପରି କିନ୍ତୁ ବିପରୀତ ବା ବିରୁଦ୍ଧରେ ହେଉଥିବା କ୍ରିୟା
எடுத்துக்காட்டு :
ବନ୍ଧୁକରୁ ଗୁଳି ଚାଳନା ବେଳେ ଲାଗୁଥିବା ଧକ୍କା ହିଁ ହେଉଛି ପ୍ରତିକ୍ରିୟା
பிற மொழிகளில் மொழிபெயர்ப்பு :
किसी क्रिया के समान किन्तु विपरीत अथवा विरुद्ध दिशा में होने वाली क्रिया।
बंदूक चलाने पर लगने वाला झटका प्रतिक्रिया है।(mechanics) the equal and opposite force that is produced when any force is applied to a body.
Every action has an equal and opposite reaction.