பொருள் : ଦୃଢ଼ତାପୂର୍ବକ କହିବା (ସତ୍ୟତା ଉପରେ ଯୋର ଦେବା ହେତୁ)
எடுத்துக்காட்டு :
ମୁଁ ରାଣ ଖାଉଛି କି ମୁଁ ଚୋରି କରିନାହିଁ
ஒத்த சொற்கள் : ଦୁହାଇ କରିବା, ରାଣ ଖାଇବା, ରାଣ ପକାଇବା, ଶପଥ କରିବା
பிற மொழிகளில் மொழிபெயர்ப்பு :
अपने कथन की सत्यता प्रमाणित करने के उद्देश्य से ईश्वर, देवता अथवा किसी पूज्य या अतिप्रिय व्यक्ति, वस्तु आदि की दुहाई देते हुए दृढ़तापूर्वक अपनी बात कहना (प्रायः अपनी बात पर जोर देने हेतु)।
मैं माँ की कसम खाता हूँ कि मैंने चोरी नहीं की।பொருள் : କିଛି କରିବା ବା ନ କରିବା ସମ୍ବନ୍ଧରେ ପକ୍କା ନିଷ୍ପତ୍ତି ନେବା
எடுத்துக்காட்டு :
ଭୀଷ୍ମ ପ୍ରତିଜ୍ଞା କରିଥିଲେ ଯେ ସେ ଆଜୀବନ ବ୍ରହ୍ମଚର୍ୟ ବ୍ରତ ପାଳନ କରିବେ
ஒத்த சொற்கள் : ପଣ କରିବା
பிற மொழிகளில் மொழிபெயர்ப்பு :
कुछ करने या न करने के संबंध में पक्का निश्चय करना।
भीष्म ने प्रतिज्ञा की थी कि वे आजीवन ब्रह्मचर्य व्रत का पालन करेंगे।பொருள் : (ମନରେ) ପ୍ରତୀକ୍ଷା ବା ପକ୍କା କରିବା
எடுத்துக்காட்டு :
ମୁଁ ପ୍ରତିଜ୍ଞା କରିଛି ଯେ ଆଜି ପରେ ତାକୁ କେବେ ଦେଖା କରିବିନାହିଁ
பிற மொழிகளில் மொழிபெயர்ப்பு :