பொருள் : କାର୍ଯ୍ୟଗୁଡ଼ିକର ଶୃଙ୍ଖଳାମଧ୍ୟରୁ ପ୍ରଥମଟି
எடுத்துக்காட்டு :
ସାତ ମ୍ୟାଚବିଶିଷ୍ଟ ଏହି ଶୃଙ୍ଖଳାମଧ୍ୟରୁ ଆମେ ପ୍ରଥମରେ ହିଁ ହାରିଗଲୁ
பிற மொழிகளில் மொழிபெயர்ப்பு :
பொருள் : ପ୍ରଥମ ଥର
எடுத்துக்காட்டு :
ମେଳାରେ ରାମ ସହିତ ମୋର ପ୍ରଥମଥରପାଇଁ ଦେଖାହେଲା
ஒத்த சொற்கள் : ପହିଲିଥର, ପହିଲେ, ପ୍ରଥମଥର, ପ୍ରଥମେ, ସର୍ବପ୍ରଥମ
பிற மொழிகளில் மொழிபெயர்ப்பு :
पहली बार।
मैं राम से पहले पहल मेले में मिला।பொருள் : କୌଣସି ସ୍ତ୍ରୀର ଗର୍ଭରୁ ପ୍ରଥମରେ ଜନ୍ମିଥିବା
எடுத்துக்காட்டு :
ତାହାର ପୋରୁହାଁ ପୁଅ ବଡ଼ ଭାଗ୍ୟବାନ
பிற மொழிகளில் மொழிபெயர்ப்பு :
பொருள் : ସମୟ ବା କ୍ରମ ଦୃଷ୍ଟିରୁ ଯାହା ପୂର୍ବର
எடுத்துக்காட்டு :
ପୂର୍ବ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ତଫାତ୍ ଅଛି ମୋର ପୂର୍ବ ଘର ବଡ଼ ଥିଲା
பிற மொழிகளில் மொழிபெயர்ப்பு :
பொருள் : ଗଣତିରେ ସବୁଠାରୁ ପ୍ରଥମେ ଆସୁଥିବା
எடுத்துக்காட்டு :
ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ
ஒத்த சொற்கள் : ୧ନଂ
பிற மொழிகளில் மொழிபெயர்ப்பு :