உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : କୌଣସି କାମ କରିବାପାଇଁ କାହା ସାମନାରେ ଉପସ୍ଥାପିତ ପ୍ରସ୍ତାବ
எடுத்துக்காட்டு : ପ୍ରଧାନମନ୍ତ୍ରୀ ପାକିସ୍ତାନ ସମ୍ମୁଖରେ ଶାନ୍ତିର ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି
ஒத்த சொற்கள் : ପରାମର୍ଶ, ପ୍ରସ୍ତାବ, ବିଚାର
பிற மொழிகளில் மொழிபெயர்ப்பு :हिन्दी English
जो किसी के सामने स्वीकृति या अस्वीकृति के लिए प्रस्तुत किया जाय।
The verbal act of offering.
பொருள் : ବିଚାର କରାଯାଉଥିବା ବିଷୟର ସ୍ୱରୂପ ବା ପରଂପରା
எடுத்துக்காட்டு : ସେହି ସଭାରେ ବିଜ୍ଞାନ ବିଷୟରେ କଥାବାର୍ତ୍ତା ଚାଲିଛି ମୁଁ ଏହି ପ୍ରସଙ୍ଗରେ କୌଣସି କଥା କହିବାକୁ ଚାହୁଁନାହିଁ
ஒத்த சொற்கள் : ପ୍ରକରଣ, ବିଷୟ, ମାମଲା, ମୁଦ୍ଦା, ସନ୍ଦର୍ଭ
विवेच्य विषय का स्वरूप और परंपरा।
The subject matter of a conversation or discussion.
நிறுவு