பொருள் : କୌଣସି ପ୍ରତିଯୋଗିତାରେ ଭାଗ ନେଇଥିବା ଖେଳାଳୀ ବା ଦଳକୁ ମିଳୁଥିବା ଅଙ୍କ
எடுத்துக்காட்டு :
ଆଜିର କ୍ରିକେଟ୍ ମ୍ୟାଚର ସ୍କୋର୍ କେତେ ?
ஒத்த சொற்கள் : ସ୍କୋର୍
பிற மொழிகளில் மொழிபெயர்ப்பு :
किसी प्रतियोगिता में किसी खिलाड़ी या दल को मिलने वाला अंक।
आज के क्रिकेट मैच का क्या स्कोर है।A number that expresses the accomplishment of a team or an individual in a game or contest.
The score was 7 to 0.பொருள் : କୌଣସି ପରୀକ୍ଷାଆଦିରେ ପରୀକ୍ଷାର୍ଥୀଦ୍ୱାରା ପୂର୍ଣ୍ଣସଂଖ୍ୟାରୁ ମିଳିଥିବା ନମ୍ବର
எடுத்துக்காட்டு :
ହିନ୍ଦୀରେ ମୋର ପ୍ରାପ୍ତାଙ୍କ ଶତକଡ଼ା ସତୁରି
ஒத்த சொற்கள் : ପ୍ରାପ୍ତଅଙ୍କ
பிற மொழிகளில் மொழிபெயர்ப்பு :
किसी परीक्षा आदि में परीक्षार्थी द्वारा पूर्णांक में से प्राप्त अंक।
हिन्दी में मेरा प्राप्तांक सत्तर प्रतिशत है।