பொருள் : ପିଲାମାନଙ୍କ ସହିତ କରାଯାଉଥିବା ପ୍ରେମପୂର୍ଣ୍ଣ ବ୍ୟବହାର
எடுத்துக்காட்டு :
ଅତ୍ୟଧିକ ସ୍ନେହ ଯୋଗୁଁ ପିଲାମାନେ ଖରାପ ହୋଇଯାଆନ୍ତି
பிற மொழிகளில் மொழிபெயர்ப்பு :
बच्चों के साथ किया जानेवाला प्रेमपूर्ण व्यवहार।
अत्यधिक लाड़ से बच्चे बिगड़ जाते हैं।A disposition to yield to the wishes of someone.
Too much indulgence spoils a child.பொருள் : ମାଆ ବାପା ସନ୍ତାନଙ୍କୁ ଭଲ ପାଉଥିବା ଗୁଣ
எடுத்துக்காட்டு :
ମାଆଙ୍କ ପ୍ରତ୍ୟେକ ତାଗିଦରେ ବାତ୍ସଲ୍ୟ ଝଲକି ଉଠେ
ஒத்த சொற்கள் : ବାତ୍ସଲ୍ୟ, ଶିଶୁ ପ୍ରେମ, ସଂତାନ ପ୍ରେମ
பிற மொழிகளில் மொழிபெயர்ப்பு :
माता-पिता का संतान पर होनेवाला प्रेम।
माँ की हरेक डाँट में बच्चों के लिए वात्सल्य झलकता है।பொருள் : ଯେଉଁ ମନବୃତ୍ତି କୌଣସି ଲୋକକୁ ଖୁବ୍ ଭଲଭାବି ସବୁବେଳେ ତା’ପାଖରେ ରହିବାକୁ ପ୍ରେରଣା ଦିଏ
எடுத்துக்காட்டு :
ପ୍ରେମରେ ସ୍ୱାର୍ଥର ସ୍ଥାନ ନଥାଏ
ஒத்த சொற்கள் : ଅନୁରଞ୍ଜନ, ଅନୁରାଗ, ମମତ୍ତ୍ୱ, ରାଗ
பிற மொழிகளில் மொழிபெயர்ப்பு :
वह मनोवृत्ति जो किसी काम, चीज, बात या व्यक्ति को बहुत अच्छा, प्रशंसनीय तथा सुखद समझकर सदा उसके साथ अपना घनिष्ठ संबंध बनाये रखना चाहती है या उसके पास रहने की प्रेरणा देती है।
प्रेम में स्वार्थ का कोई स्थान नहीं होता।A strong positive emotion of regard and affection.
His love for his work.பொருள் : ପ୍ରେମପୂର୍ବକ କରାଯାଇଥିବା ପ୍ରାର୍ଥନା
எடுத்துக்காட்டு :
ରାମ ଓ ଲକ୍ଷ୍ମଣ ଦୁଇଜଣ ସୂର୍ପଣଖାର ପ୍ରଣୟ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ
ஒத்த சொற்கள் : ପ୍ରଣୟ
பிற மொழிகளில் மொழிபெயர்ப்பு :
प्रणय या प्रेम की प्रार्थना।
राम और लक्ष्मण दोनों ने ही शूर्पनखा के प्रणय निवेदन को ठुकरा दिया।பொருள் : ଛୋଟ ଏବଂ ସମବୟସ୍କଙ୍କ ପ୍ରତି ହୃଦୟରୁ ଆସୁଥିବା ପ୍ରେମ
எடுத்துக்காட்டு :
ପିଲାଙ୍କପାଇଁ ଚାଚା ନେହେରୁଙ୍କର ବହୁତ ସ୍ନେହ ଥିଲା
பிற மொழிகளில் மொழிபெயர்ப்பு :
A positive feeling of liking.
He had trouble expressing the affection he felt.பொருள் : ରୂପ, ଗୁଣ, ସାନ୍ନିଧ୍ୟ, ବା କାମବାସନା କାରଣରୁ ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ଥିବା ପାରସ୍ପାରିକ ସଂପର୍କ
எடுத்துக்காட்டு :
କେଦାର ଗୌରୀଙ୍କ ପ୍ରେମ ଅମର ହୋଇ ରହିଛି
பிற மொழிகளில் மொழிபெயர்ப்பு :
A deep feeling of sexual desire and attraction.
Their love left them indifferent to their surroundings.