பொருள் : କପଡ଼ା ଉପରେ ଗୋଟିଏ ପ୍ରକାରର ମାଟି ବା ରାସାୟନିକ ପଦାର୍ଥ ପକାଇ ପ୍ରସ୍ତୁତ ଗୋଟିଏ ଚିକିତ୍ସୀୟ ପଟୀ ଯାହା ତ୍ୱଚାରେ ଲଗାଇ ଦିଆଯାଏ
எடுத்துக்காட்டு :
ଗତିହୀନ କରିବା,ଔଷଧ ଢାଳିବା,ଅସ୍ଥିଭଙ୍ଗରେ ଜଖମକୁ ସୁନିଶ୍ଚିତ କରିବା, ଜଖମକୁ ରକ୍ଷା କରିବା ଅଥବା ପ୍ରଲେପ ପଟୀକୁ ଏହି ସ୍ଥାନରେ ରଖିଦେବା ଲାଗି କରାଯାଇଥାଏ
ஒத்த சொற்கள் : ପ୍ରଲେପ
பிற மொழிகளில் மொழிபெயர்ப்பு :
कपड़े पर एक प्रकार की मिट्टी या रासायनिक पदार्थों को फैलाकर बनाई गई एक चिकित्सीय पट्टी जो त्वचा पर लगाई जाती है।
पलस्तर का उपयोग शरीर के किसी भाग को गतिहीन करने, दबाव डालने, अस्थिभंग में खिंचाव को सुनिश्चित करने, जख्मों की रक्षा करने अथवा मरहम पट्टी को अपने स्थान पर लगे रहने देने के लिए किया जाता है।பொருள் : ହାଡଭଙ୍ଗା ବା ମୋଡ଼ି ହୋଇଥିବା ସ୍ଥାନରେ ରାସାୟନିକ ପଦାର୍ଥ ସହିତ ଗୁଡା ହୋଇଥିବା କଡ଼ା ପଟି
எடுத்துக்காட்டு :
ପ୍ଲାଷ୍ଟରଦ୍ୱାରା ଭାଙ୍ଗିଯାଇଥିବା ଅଙ୍ଗ ଯୋଡ଼ି ହୋଇଯାଏ
பிற மொழிகளில் மொழிபெயர்ப்பு :
பொருள் : କାନ୍ଥରେ ଲଗାଯାଉଥିବା ସିମେଣ୍ଟ, ଚୂନ ଆଦିର ବହଳିଆ ଲେପ
எடுத்துக்காட்டு :
ନୂଆ ପଲସ୍ତରା କରିବାପାଇଁ ସେ ଘରର ପୁରୁଣା ପଲସ୍ତରାକୁ ଛଡ଼ାଉଥିଲେ
ஒத்த சொற்கள் : ପଲସ୍ତରା
பிற மொழிகளில் மொழிபெயர்ப்பு :