பொருள் : ଯେଉଁ ଲାଲ ଗୁଣ୍ଡକୁ ହୋଲିଦିନ ଉତ୍ସାହର ସହିତ ହିନ୍ଦୁଲୋକେ ପରସ୍ପର ମୁହଁରେ ଲଗାନ୍ତି
எடுத்துக்காட்டு :
ହୋଲି ପାଖେଇ ଆସିବାମାତ୍ରେ ଦୋକାନଗୁଡ଼ିକ ରଙ୍ଗ,ଅବିର,ଫଗୁ ଆଦିରେ ସଜ୍ଜିତ ହୋଇଯାଏ
பிற மொழிகளில் மொழிபெயர்ப்பு :
பொருள் : ରଙ୍ଗୀନ ଅବିର ବା ଫଗୁ ଯାହାକୁ ଲୋକମାନେ ହୋଲିରେ ପରସ୍ପର ଦେହରେ ଲଗାନ୍ତି
எடுத்துக்காட்டு :
ହୋଲିରେ ଲୋକେ ପରସ୍ପର ଦେହରେ ରଙ୍ଗ, ଅବିର ଆଦି ବୋଳନ୍ତି
ஒத்த சொற்கள் : ଅବିର
பிற மொழிகளில் மொழிபெயர்ப்பு :
अबरक का चूरा या बुकनी जो कई रंगों का होता है और जिसे लोग होली में एक-दूसरे पर डालते हैं।
होली में लोग एक दूसरे के चेहरे पर रंग, अबीर आदि पोतते हैं।