பொருள் : ଯେଉଁ ଫସଲ ଏବେବି ଖେତରେ ଅଛି, କଟା ହୋଇନାହିଁ
எடுத்துக்காட்டு :
ଠିଆ ହୋଇଥିବା ଧାନ ଫସଲ ଏବେ କାଟିବା ଯୋଗ୍ୟ ହୋଇଗଲାଣି କୃଷକ ଫସଲ କାଟିବାକୁ ଗଲାଣି
ஒத்த சொற்கள் : ଠିଆ ଫସଲ
பிற மொழிகளில் மொழிபெயர்ப்பு :
பொருள் : କ୍ଷେତରେ ଉତ୍ପନ୍ନ କରାଯାଉଥିବା ଶସ୍ୟଆଦି ଯାହା ଏବେ ଛୋଟ ଚାରା ଆକାରରେ ଲଗାଯାଇଛି
எடுத்துக்காட்டு :
ଏ ବର୍ଷ ବର୍ଷା କମ୍ ହେବାରୁ ଧାନ ଫସଲ ଭଲ ହୋଇନାହିଁ
ஒத்த சொற்கள் : ଶସ୍ୟ
பிற மொழிகளில் மொழிபெயர்ப்பு :