பொருள் : ଫୁଲରୂପରେ ବିକଶିତ କରିବା ବା ଫୁଲ ଫୁଟିବାପାଇଁ ପ୍ରବୃତ୍ତ କରିବା
எடுத்துக்காட்டு :
ସୂର୍ଯ୍ୟଙ୍କ କିରଣ ଅନେକ ଫୁଲ ଫୁଟାଏ
ஒத்த சொற்கள் : ପୁଷ୍ପିତ କରିବା, ପ୍ରସ୍ଫୁଟିତ କରିବା
பிற மொழிகளில் மொழிபெயர்ப்பு :
पुष्प के रूप में विकसित करना या पुष्पों को खिलने में प्रवृत्त करना।
सूर्य की किरणें कुछ फूलों को खिलाती हैं।பொருள் : ତୋପ ବନ୍ଧୁକ ଆଦି ମାରିବା
எடுத்துக்காட்டு :
ପୋଲିସ ଭିଡ଼କୁ ଛିନ୍ଛତ୍ର କରିବାପାଇଁ ଫାଙ୍କା ବନ୍ଧୁକ ଚଳାଇଲେ
பிற மொழிகளில் மொழிபெயர்ப்பு :
பொருள் : ନିଆଁରେ ରଖି ବାଷ୍ପୀୟ ରୂପକୁ ଆଣିବା
எடுத்துக்காட்டு :
ରଜନୀ କାଡ଼ା ତିଆରି କରିବାପାଇଁ ପାଣି ଫୁଟାଉଛି
ஒத்த சொற்கள் : ବମ୍ଫେଇବା
பிற மொழிகளில் மொழிபெயர்ப்பு :
आग पर रखकर भाप आदि के रूप में लाना या उड़ाना।
रजनी काढ़ा बनाने के लिए पानी को जला रही है।பொருள் : କୌଣସି ବିସ୍ଫୋଟକ ବସ୍ତୁଆଦିକୁ ଗତିଶୀଳ କରାଇବା ବା ସକ୍ରିୟ କରିବା
எடுத்துக்காட்டு :
ଦୀପାବଳୀ ଦିନ ଲୋକେ ଫୋଟକା ଫୁଟାନ୍ତି
பிற மொழிகளில் மொழிபெயர்ப்பு :