பொருள் : ମସ୍ତକ ବା ମୁଣ୍ଡରେ ଆଘାତ ଲାଗିବାରୁ ବାହାରି ଆସୁଥିବା ଗୋଲ ଫୁଲା
எடுத்துக்காட்டு :
ସେ ମୁଣ୍ଡକୁ ବାଡ଼ିରେ ଏତେ ଜୋରରେ ମାରିଲେ ଯେ ଫୁଲା ବାହାରି ପଡ଼ିଲା
பிற மொழிகளில் மொழிபெயர்ப்பு :
A lump on the body caused by a blow.
bumpபொருள் : ଯେଉଁ ରୋଗରେ ଶରୀରରେ ଆବୁ ହୋଇଯାଏ
எடுத்துக்காட்டு :
ବହୁତ ଔଷଧ ଖାଇଲା ପରେବି ତାଙ୍କର ଆବୁ ଭଲ ହେଲା ନାହିଁ
பிற மொழிகளில் மொழிபெயர்ப்பு :
பொருள் : ଏକ ଆଖି ରୋଗ
எடுத்துக்காட்டு :
ମୋତିଆବିନ୍ଦୁ ହେଲେ ଆଖିର କଳା ଭାଗ ଧଳା ହୋଇଯାଏ
ஒத்த சொற்கள் : ପରଳ, ମୋତିଆବିନ୍ଦୁ
பிற மொழிகளில் மொழிபெயர்ப்பு :
பொருள் : ରୋଗ ଆଦି କାରଣରୁ ଶରୀରର କୌଣସି ଅଙ୍ଗର ଫୁଲିବା କ୍ରିୟା
எடுத்துக்காட்டு :
ସେ ଶୋଥରେ ପୀଡ଼ିତ
பிற மொழிகளில் மொழிபெயர்ப்பு :
பொருள் : ଘଣ୍ଟିକା ଫୁଲିବାର ଏକ ରୋଗ
எடுத்துக்காட்டு :
ଆୟୋଡ଼ିନ ଅଭାବରୁ ଗଳଗଣ୍ଡ ରୋଗ ହୁଏ
பிற மொழிகளில் மொழிபெயர்ப்பு :
Abnormally enlarged thyroid gland. Can result from underproduction or overproduction of hormone or from a deficiency of iodine in the diet.
goiter, goitre, struma, thyromegalyபொருள் : କିଛି ବିଶିଷ୍ଟ କାରଣରୁ ଅସ୍ୱାଭାବିକ ବା କୃତ୍ରିମ ଭାବରେ ବଢ଼ିବା ବା ଫୁଲିବା ଅବସ୍ଥା
எடுத்துக்காட்டு :
ରକ୍ତଚାପ ବଢ଼ିଲେ ମସ୍ତିକର ନାଡ଼ିର ଫୁଲା ଅଧିକ ହେବାର ସମ୍ଭାବନା ଥାଏ
ஒத்த சொற்கள் : ସ୍ଫୀତି
பிற மொழிகளில் மொழிபெயர்ப்பு :
कुछ विशिष्ट कारणों से अस्वाभाविक या कृत्रिम रूप से बढ़ने या फूलने की अवस्था।
रक्तचाप बढ़ने से मस्तिष्क की नाड़ी स्फीति बढ़ने की संभावना रहती है।The act of filling something with air.
inflationபொருள் : ବଳଦ ଆଖିରେ ହେଉଥିବା ଏକ ରୋଗ
எடுத்துக்காட்டு :
ଫୁଲାରେ ଆଖି ତଳ ମାଂସ ବଢ଼ିଯାଏ
பிற மொழிகளில் மொழிபெயர்ப்பு :